Перейти к содержимому

ଗୁଞ୍ଜରେ ଗୁଞ୍ଜରେ || gunjare gunjare || Satsang vihar Bhawanipatan viw

🤍 ! 𝕰 𝐒𝐀𝐓𝐒𝐀𝐍𝐆

0:00 / 0:00

ଗୁଞ୍ଜରେ ଗୁଞ୍ଜରେ || gunjare gunjare || Satsang vihar Bhawanipatan viw

63 просмотра · 1 г. назад
🤍 ! 𝕰 𝐒𝐀𝐓𝐒𝐀𝐍𝐆
115 подписчиков
63 просмотра · 1 г. назад
ଗୁଞ୍ଜରେ ଗୁଞ୍ଜରେ || gunjare gunjare || Satsang vihar Bhawanipatan viw Lyrics ~ gunjare gunjare creator :- @e_satsang_point editor:- S1 EVENT Join us and Stay Updated :- instagram :- @e_satsang_point Lyrics :- ଗୁଞ୍ଜରେ...ଗୁଞ୍ଜରେ ଗୁଞ୍ଜରେ ମନ କୁଞ୍ଜରେ ଧୀରେ ଧୀରେ ଅନାହତ ଅବିରତ ସୁରେ ସୁରେ ସୁରେ | O | ଆସିଲେ କି ମଉଡ଼ମଣି ଅଦିନେ ବାହି ଉଜାଣି..ବାହି ଉଜାଣି ଆସିଲେ କି ମଉଡ଼ମଣି ସେ ଗୁଣସିନ୍ଧୁ ଅଧରେ ଧାରେ ଧାରେ ପ୍ରେମର ଆନନ୍ଦ ଧାରା ଝରେ ଝରେ ଝରେ.. ଗୁଞ୍ଜରେ...ଗୁଞ୍ଜରେ | 1 | ସଜାଇ ସବୁ ବିଶ୍ଵସାରା ବଜାଇ ଧ୍ବନି ଅମରା...ଧ୍ବନି ଅମରା ସଜାଇ ସବୁ ବିଶ୍ବସାର ତାଙ୍କରି ଆଗମନରେ STAY TUNED FOR MORE ହ୍ମାରେ ଦ୍ବାରେ ଶୁଭ ଶଙ୍ଖଧ୍ୱନି ଶୁଭେ ବାରେ ବାରେ ବାରେ | 2 | ଗୁଞ୍ଜରେ.....ଗୁଞ୍ଜରେ