Перейти к содержимому

ଫୁଲକୋବିକୁ ଥରେ ଏମିତି ବନାଇ ଖାଆନ୍ତୁ 😋 ଫିକା ଲାଗିବ ଫୁଲକୋବି ତରକାରି | ଫୁଲକୋବି ଚିଲ୍ଲି 🌶️🥦। Namita Vlogs

Namita Vlogs

0:00 / 0:00

ଫୁଲକୋବିକୁ ଥରେ ଏମିତି ବନାଇ ଖାଆନ୍ତୁ 😋 ଫିକା ଲାଗିବ ଫୁଲକୋବି ତରକାରି | ଫୁଲକୋବି ଚିଲ୍ଲି 🌶️🥦। Namita Vlogs

134 просмотра · 2 недели назад
Namita Vlogs
266 подписчиков
134 просмотра · 2 недели назад
🥦 ଫୁଲକୋବି ଚିଲ୍ଲି ତରକାରୀ 🌶️😋 ଫୁଲକୋବିକୁ ଏମିତି ମସଲାଦାର ଓ ସୁଆଦିଆ ଭାବରେ ବନାନ୍ତୁ, ଖାଇଲେ ଆପଣଙ୍କୁ ଫୁଲକୋବି ଆଉ ଫିକା ଲାଗିବ ନାହିଁ! ❤️ ଏହି ଟେଷ୍ଟି ଫୁଲକୋବି ଚିଲ୍ଲି ଭାତ, ରୁଟି କିମ୍ବା ପରଟା ସହିତ ବହୁତ ସୁଆଦିଆ ଲାଗେ। ଘରେ ନିଶ୍ଚୟ ଥରେ ଟ୍ରାଏ କରନ୍ତୁ। 😍 ଭିଡିଓଟି ଭଲ ଲାଗିଲେ Like 👍 | Comment 💬 | Share 🔄 | Subscribe ❤️ କରନ୍ତୁ। #ଫୁଲକୋବିଚିଲ୍ଲି #ଫୁଲକୋବିତରକାରୀ #OdiaRecipe #OdiaFood #CauliflowerChilli #CauliflowerRecipe #OdiaCooking #CookingShorts #YouTubeShorts