Перейти к содержимому

ପବିତ୍ର ରମା ଏକାଦଶୀ ବ୍ରତ କଥା ଓ କାର୍ତ୍ତିକ ମାହାତ୍ମ୍ୟ ଅଧ୍ୟାୟ ୧୧ ll Rama Ekadashi Brata Katha ll

Bhagabata Mahapurana Odia

0:00 / 0:00

ପବିତ୍ର ରମା ଏକାଦଶୀ ବ୍ରତ କଥା ଓ କାର୍ତ୍ତିକ ମାହାତ୍ମ୍ୟ ଅଧ୍ୟାୟ ୧୧ ll Rama Ekadashi Brata Katha ll

6 259 просмотров · 6 ч назад
Bhagabata Mahapurana Odia
95,7 тыс. подписчиков
6 259 просмотров · 6 ч назад
ପବିତ୍ର ରମା ଏକାଦଶୀ ବ୍ରତ କଥା ଓ କାର୍ତ୍ତିକ ମାହାତ୍ମ୍ୟ ଅଧ୍ୟାୟ ୧୧ ll Rama Ekadashi Brata Katha ll ଜୟ ଜଗନ୍ନାଥ 🙏 ଦର୍ଶକବନ୍ଧୁ ନମସ୍କାର୍ ମୁଁ ସସ୍ମିତା ପାଢ଼ୀ ଆପଣ ସମସ୍ତଙ୍କୁ ମୋର ଆଧ୍ୟାତ୍ମିକ ୟୁଟ୍ୟୁବ୍ ଚ୍ୟାନେଲ୍ "Bhagabata Mahapurana Odia" କୁ ବହୁତ ବହୁତ ସ୍ୱାଗତ 🙏 ବନ୍ଧୁଗଣ, ଆଜିର ଏହି ବିଶେଷ ଭିଡିଓରେ ଆମେ ଏକାଠି ଶ୍ରବଣ କରିବା ଦୁଇଟି ପବିତ୍ର ପ୍ରସଙ୍ଗ: 1. ପବିତ୍ର ରମା ଏକାଦଶୀ ବ୍ରତ କଥା ଓ କାର୍ତ୍ତିକ ପୁରାଣ ll ଯାହାକୁ ଶ୍ରବଣ କରିବା ଦ୍ଵାରା ସମସ୍ତ ସୁଖ-ସମୃଦ୍ଧି ପ୍ରାପ୍ତି ହୁଏ) 2. କାର୍ତ୍ତିକ ପୁରାଣର ଏକାଦଶ ଅଧ୍ୟାୟ ସମ୍ପୂର୍ଣ୍ଣ ବହି ପାଠ ll କାର୍ତ୍ତିକ ମାସରେ ଏହି ଦୁଇଟିଯାକ ପୁଣ୍ୟ କଥା ଶ୍ରବଣ କରିବା ଦ୍ୱାରା ପ୍ରଭୁ ଦାମୋଦର ଓ ମାତା ଲକ୍ଷ୍ମୀଙ୍କର ଅଶେଷ କୃପା ମିଳିଥାଏ। ଭକ୍ତିର ସହ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ପୁଣ୍ୟର ଭାଗୀଦାର ହୁଅନ୍ତୁ। ଆପଣଙ୍କୁ ମୋର ଏହି ଉପସ୍ଥାପନା କେମିତି ଲାଗିଲା, ମତେ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଭିଡିଓକୁ ଗୋଟିଏ Like କରନ୍ତୁ, ଅଧିକରୁ ଅଧିକ ଭକ୍ତମାନଙ୍କ ସହ Share କରନ୍ତୁ ଏବଂ ଏମିତି ସୁନ୍ଦର ପୁରାଣ ପାଠ ଶ୍ରବଣ କରିବା ପାଇଁ ଆମ ଚ୍ୟାନେଲକୁ ଏବେ ହିଁ Subscribe କରନ୍ତୁ। କମେଣ୍ଟ ବକ୍ସରେ "ଜୟ ଜଗନ୍ନାଥ" ଲେଖିବାକୁ ଜମାରୁ ଭୁଲିବେ ନାହିଁ। Rama Ekadashi Odia Re Rama Ekadashi Brata Book Rama Ekadashi By Sasmita Rama Ekadashi Sasmita Padhi Rama Ekadashi Odia Language Rama Ekadashi Katha Odia Kartika Purana Odia Kartika Purana Odia Re Kartika Masa Brata Katha ରମା ଏକାଦଶୀ ବ୍ରତ କଥା କାର୍ତ୍ତିକ ପୁରାଣ ୧୧ ଅଧ୍ୟାୟ Rama Ekadashi Brata Katha Odia Kartika Mahatmya Adhyaya 11 Rama Ekadashi Eban Kartika Purana Bhagabata Mahapurana Odia Sasmita Padhi Kartika Masa 11 Adhyaya Odia Ekadashi Katha Kartika Purana Book Reading Odia Bhakti Channel Rama Ekadashi 2026 #ramaekadashi #kartikamahatmya #adhyaya11 #odiabhakti #bhagabatamahapuranaodia #sasmitapadhi #kartikapuranaodia