Перейти к содержимому

ଶବରୀ ମାଁ'ର ଦୁଃଖ ଜଣାଣ।Ram Bhajan। ଯାଉଛ ହେ ରଘୁନାଥ ମତେ ଏକା କରି। Santosh Kumar Sahu

Devyani Bhakti

0:00 / 0:00

ଶବରୀ ମାଁ'ର ଦୁଃଖ ଜଣାଣ।Ram Bhajan। ଯାଉଛ ହେ ରଘୁନାଥ ମତେ ଏକା କରି। Santosh Kumar Sahu

2 931 просмотр · 5 дн. назад
Devyani Bhakti
163 подписчика
2 931 просмотр · 5 дн. назад
🙏🙏🙏 DEVYANI BHAKTI PRODUCTION HOUSE PRESENTS NEW SRI RAM VAJAN : 🙏🙏🙏Song : JAUCHHA HE RAGHUNATHA MATE EKA KARI (ଯାଉଛ ହେ ରଘୁନାଥ ମତେ ଏକା କରି) 🙏🙏 Lyrics & Music : Santosh Kumar Sahu 🙏🙏 Poster : Santosh, AI 🙏🙏Singer : 🙏🙏 ପ୍ରଭୁଙ୍କ ପ୍ରତି ଶବରୀ ମାଁ'ର ଭକ୍ତି ଅମୃତମୟ।ସେହି ଭକ୍ତିମୟୀ ମାଁ'ଙ୍କର ପ୍ରଭୁ ପ୍ରେମ ଅନନ୍ୟ। ଶବରୀ ମାଁ'ଙ୍କ ହାତରୁ କୋଳି ଖାଇ ବନକୁ ଫେରି ଯାଉଛନ୍ତି। ଯିବା ବେଳେ ପ୍ରଭୁ ରାମଚନ୍ଦ୍ରଙ୍କୁ ଶବରୀ ମାଁ 'ର ସଜଳ ନୟନରେ ଭାବପୂର୍ଣ୍ଣ ଜଣାଣ କରିଛନ୍ତି। ସେହି ଭାବକୁ ରୂପଦେଇ DEVYANI BHAKTI PRODUCTION HOUSE ପ୍ରସ୍ତୁତ କରିଛି ବାତ୍ସଲ୍ୟ ଭାବପୂର୍ଣ୍ଣ ଜଣାଣ 'JAUCHHA HE RAGHUNATHA MATE EKA KARI '। ଶୁଣିବେ, ଭଲପାଇବା ଦେବେ।🙏🙏ଜୟ ଶ୍ରୀ ରାମ 🙏🙏ଜୟ ଶବରୀ ମାଁ 🙏🙏। #rambhajan#odiaramvajan#odiadevotinal#odiabhajan#newrambhajan#odiabhajansong#odiabhaktisong#newodiavajan#parayanabhajan#odiaparayanasong