Bastu Sastra Katha ll ବlସ୍ତୁଶାସ୍ତ୍ର କଥା କହୁଛି ବୁଝାଇ ଶୁଣ ଶୁଣ ସୁଧୀଜନ 🙏
Sai pragnya Creation
0:00 / 0:00
Bastu Sastra Katha ll ବlସ୍ତୁଶାସ୍ତ୍ର କଥା କହୁଛି ବୁଝାଇ ଶୁଣ ଶୁଣ ସୁଧୀଜନ 🙏
313 877 просмотров · 2 года назад
Sai pragnya Creation
683 тыс. подписчиков
313 877 просмотров · 2 года назад
#Bastusastrakatha #Bujhaikahuchhi #Sunasuna #Sudhijana #Bastubichara #Purbakona #Pashiamakona #Bayukona #Aisanyakona #nairutakona #Bastupujabidhi #Astrology #Bastubisesagnya #Bestbastusastrabit #Pragnyashreenewrealise #Saipragnyacreation #
Song : Bastu sastra katha
Singer : Pragnyashree nayak
Lyrics : Priyadarshini nayak
Music : Priyadarshini nayak
Editing ::Sudhansu rout
copyright's by Sai pragnya Creation YouTube channel 🙏
🙏SAI PRAGNYA CREATION YOUTUBE CHANNEL ତରଫରୁ ମୋର ସମସ୍ତ ଛୋଟବଡ ଭାଇ ଭଉଣୀ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଓ ଗୁରୁଜନ ମାନଙ୍କୁ ପ୍ରଣାମ ଜଣାଉଛି II ପୁଣିଥରେ ଆଉ ଏକ ସୁନ୍ଦର ଗୀତ II ଯେଉଁଥିରେ ବାସ୍ତୁ ବିଷୟରେ ଲେଖା ଯାଇଛି II ଆମେ ସାଧାରଣତଃ ଘର କଲେ କେଉଁ ଦିଗରେ କଣ ରହିଲେ ଶୁଭ ll କେଉଁ କୋଣରେ ଲାଟିନ ରଖିବେ ll ଘରର ମୁଖ୍ୟ ଦ୍ୱାର କିପରି ହେବl ଦରକାର ll ରୋଷେଇ ଘରେ ହେଉ କି ଠାକୁର ଘରେ କି ରଙ୍ଗ ଦେଲେ ଶୁଭ ll
ସେ ସବୁ ବିଷୟରେ ଅତି ସୁନ୍ଦର ଭାବରେ ଗୀତରେ ଲେଖିଛନ୍ତି ଜ୍ୟୋସ୍ନାମୟୀ ନାୟକ ଏବଂ ପ୍ରିୟଦର୍ଶିନୀ ନାୟକ ll ଅତି ସୁନ୍ଦର ଭାବରେ ଏହାକୁ ଗାଇ ବୁଝାଇ ଛନ୍ତି ପ୍ରଜ୍ଞ୍ୟାଶ୍ରୀ ନାୟକ ll ବହୁତ କିଛି ଜାଣିବା କଥା ରହିଛି ll ଗୀତ ଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଜାଣିପାରିବେll
PLZ II LIKE II SHARE II SUBSCRIB II
Thanks You For Your Love And Support
• Dukha Hari Sukha Deumaa ଅଲିଅଳି ତଅପୋଇ ର ସେହ...
. • Kou Mase Kou Paraba Padai ll ବାରମାସେ ତେର ପ...