Перейти к содержимому

JNVST class 6 Entrance exam 2027/ଗଣିତ ପରୀକ୍ଷା ପ୍ରସ୍ତୁତି (odia medium)

Rohit Academy 8854u3c

0:00 / 0:00

JNVST class 6 Entrance exam 2027/ଗଣିତ ପରୀକ୍ଷା ପ୍ରସ୍ତୁତି (odia medium)

200 просмотров · 6 дней назад
Rohit Academy 8854u3c
134 подписчика
200 просмотров · 6 дней назад
📌JNV class 6 Entrance exam/ଗଣିତ ପରୀକ୍ଷା ପ୍ରସ୍ତୁତି (odia medium) ଜବାହର ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ଭିଡିଓ ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଏହି ଭିଡ଼ିଓ ରେ ଆମେ (arithmatic) ର ଗୁରୁତ୍ୱ ପୂର୍ଣ୍ଣ ପ୍ରଶ୍ନ ସହଜ short trick ବିଷୟରେ ଆଲୋଚନା କରିଛୁ l 📚 covered topic: ✅ number system (ସଂଖ୍ୟା ଓ ସଂଖ୍ୟା ପ୍ରଣାଳୀ) ✅H.C.F(ଗ. ସା.ଗୁ ) ✅profit and loss (ଲାଭ ଓ କ୍ଷତି) ✅simple interest (ସରଳ ସୁଧ) ✅ simplification (ସରଳୀକରଣ) 🔔channel କୁ subscribe କରନ୍ତୁ ଏବଂ ବେଲ ଆଇକନ୍ ଦବାନ୍ତୁ ଯାହାଦ୍ୱାରା ନବୋଦୟ ବିଦ୍ୟାଳୟ ପରୀକ୍ଷା ର ସମସ୍ତ ଅପଡେଟ ଓ କ୍ଲାସ ଆପଣ ପ୍ରଥମେ ପାଇପାରିବେ l #JNVST #navodaya class 6 #navodaya maths #odia medium #JNV entrance exam #navodaya preparation #odia education