Перейти к содержимому

ଭାରତର ଗୁପ୍ତ ଅସ୍ତ୍ର, ସମୁଦ୍ର ଭିତରୁ ଶତ୍ରୁକୁ ଖୋଜି ଖୋଜି ମାରିବ | India's Secret Naval Power| INS Aridhaman

Prameya News7

0:00 / 0:00

ଭାରତର ଗୁପ୍ତ ଅସ୍ତ୍ର, ସମୁଦ୍ର ଭିତରୁ ଶତ୍ରୁକୁ ଖୋଜି ଖୋଜି ମାରିବ | India's Secret Naval Power| INS Aridhaman

2 194 просмотра · 16 часов назад
Prameya News7
2,33 млн подписчиков
2 194 просмотра · 16 часов назад
#ପାଣି_ତଳେ_ଲୁଚିଛି_ଭାରତର_ବାହୁବଳି_ଯୁଦ୍ଧାସ୍ତ୍ର India's Secret Naval Power: INS Aridhaman and the Future of India's Nuclear Deterrence | ଭାରତର ସବୁଠାରୁ ଖତନରାକ ଓ ଗୁପ୍ତ ହତିଆର । ସ୍ଥଳ ଆକାଶ ପରେ ଏବେ ସମୁଦ୍ରରୁ ବି ଜବାବ ଦେବାକୁ ସକ୍ଷମ । ଗୋଟିଏ ନିଷ୍ପତ୍ତି ପୁରା ଦୁନିଆର ନକ୍ସା ବଦଳାଇପାରେ ।ଶତୃକୁ ଏପରି ଅବସ୍ଥା କରିପାରେ, ଯାହା କେବଳ ତାକୁ ତାଜୁବ କରେନି, ଆଉ ଥରେ ଆଖି ଉଠାଇବାର ସାହାସକୁ ସବୁଦିନ ଲାଗି ମାରିଦେଇପାରେ । ଭାରତର ଏହି ମହାସ୍ତ୍ର INS Arihant, Arighat ପରେ ଏବେ Aridhaman । ସଂପୂର୍ଣ୍ଣ ସ୍ବଦେଶୀ ଆଣବିକ ଶକ୍ତି ସଂପନ୍ନ ବାଲିଷ୍ଟିକ ସବ୍ମରିନ୍ । ଭାରତର ନ୍ୟୁକ୍ଲିୟର ପାୱାରର ଅସଲ ବ୍ୟାକବୋନ୍ । ଚଳିତ ବର୍ଷ ଏପ୍ରିଲରୁ ପୁରାପୁରି ଅପରେସନାଲ ଏହି ସବ୍ମରିନ୍ର ଶକ୍ତି ଓ କ୍ଷମତା ଦେଖି ତାଟକା ଦୁନିଆ । ଚିନ୍ତାରେ ଶତ୍ରୁ । ଭାରତ ମହାସାଗରରେ ଚୀନ୍ ଓ ପାକିସ୍ତାନକୁ ଚେକ୍ ଦେବାର ମାଷ୍ଟରଷ୍ଟ୍ରୋକ । ନମସ୍କାର ମହାସ୍ତ୍ର ସହ ମୁଁ ଅଭିଲିପ୍ସା । ଭାରତର ସେନାବାହିନୀରୁ ଆସିଥିବା ଏକ ଗୁଡ ନ୍ୟୁଜ୍କୁ ନେଇ ଆଜିର ମହାସ୍ତ୍ର । ଯାହା ପୁରା ଦୁନିଆକୁ ଦିଏ ମେସେଜ- “ ନାଓ ଇଣ୍ଡିଆ ରେଡ୍ଡି ଫର ଏନି ସିଚୁଏସନ ।“ #INSAridhaman #INSArighaat #INSArihant #IndianNavy #IndianNuclearSubmarine #NuclearDeterrence #NuclearTriad #IndianDefence #DefenceTechnology #IndianOcean #ChinaPakistan #MilitaryPower #prameyanews7 Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond. For Latest News Follow us on: Website: http://www.prameyanews7.com/ YouTube:    / prameyanews7odia   Twitter:   / news7odia   Facebook:   / news7odia   Instagram:   / prameyanews7   Podcast:    • News7 Podcast   Playlists :- Doctor's Pathshala:    • Doctor's Pathshala   ରୋଜଗାର:    • ROJAGAR | ରୋଜଗାର | News7 Odia   Maganna Oligi:    • Maganna Oligi   ଆରୋଗ୍ୟମ:    • Arogyam   ବଜାର News:    • ବଜାର News | Bazar News   ବିଜନେସ ବିଶେଷ:    • ବିଜନେସ ବିଶେଷ | Business Bisesh   Biswas Abiswas Andhabiswas:    • Biswas Abiswas Andhabiswas   Face To Face:    • Face To Face   Ebe Bi Rahasya:    • Ebe Bi Rahasya   Explore Odisha Season 3:    • Explore Odisha Season 3   Breakfast Odisha:    • Breakfast Odisha News7   Digital Special Stories:    • Digital Special Stories   #PrameyaNews7 #News7 #OdishaNews