Перейти к содержимому

ବନ୍ୟାଞ୍ଚଳ ଓ ଭଗ୍ନ ସିରିଆପୁର ବ୍ରିଜ୍ ସ୍ଥିତି ପରଖିଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର | Janabartta Live

Janabartta Live

0:00 / 0:00

ବନ୍ୟାଞ୍ଚଳ ଓ ଭଗ୍ନ ସିରିଆପୁର ବ୍ରିଜ୍ ସ୍ଥିତି ପରଖିଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର | Janabartta Live

27 873 просмотра · 11 ч назад
Janabartta Live
7,17 тыс. подписчиков
27 873 просмотра · 11 ч назад
ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ବନ୍ଥପଲ୍ଲୀ ଓ ରୋହିଗାଁ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଜି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ରାମଗୁଡ଼ା ଡ୍ୟାମ ଏବଂ ବିପଦସଙ୍କୁଳ ସିରିଆପୁର ବ୍ରିଜ୍ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଠିକାଦାରଙ୍କ ଖାମଖିଆଲି ମନୋଭାବ ଏବଂ ଅସାଧୁ ବ୍ୟକ୍ତିଙ୍କ ଚାନ୍ଦା ଆଦାୟ ଯୋଗୁଁ ବ୍ରିଜ୍ କାମ ଅସମ୍ପୂର୍ଣ୍ଣ ରହିଥିବା ଅଭିଯୋଗ ହୋଇଛି। ବିଧାୟକ କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିବା ସହ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବା ପାଇଁ ଆର.ଆଇ ଏବଂ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। #janabarttalive #GanjamNews #Digapahandi #SiddhantaMahapatra #CycloneArnab #FloodDamage #Kukudakhandi #OdishaNews #OdiaNews Facebook :   / janabartta   Instagram :   / janabarta_thenews   X : https://x.com/Janabarta26