Перейти к содержимому

ମାଁ ଦୁର୍ଗାଙ୍କ 10ଟି ଶକ୍ତିଶାଳୀ ମନ୍ତ୍ର 🙏 | ଦଶହରା ବିଶେଷ | Maa Durga Powerful Mantras LIVE

Odia Parampara3.0

0:00 / 0:00

ମାଁ ଦୁର୍ଗାଙ୍କ 10ଟି ଶକ୍ତିଶାଳୀ ମନ୍ତ୍ର 🙏 | ଦଶହରା ବିଶେଷ | Maa Durga Powerful Mantras LIVE

5 011 просмотров · Трансляция закончилась 4 дн. назад
Odia Parampara3.0
19,6 тыс. подписчиков
5 011 просмотров · Трансляция закончилась 4 дн. назад
ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣଙ୍କୁ ଓଡ଼ିଆ ପରମ୍ପରା ଚ୍ୟାନେଲରେ ସ୍ୱାଗତ । ଏହି ଚ୍ୟାନେଲ ଓଡ଼ିଶାର ଏକ ପ୍ରମୁଖ ଚ୍ୟାନେଲ ବୈଦିକ ମନ୍ତ୍ର, ପୂଜା ବିଧି, ଶ୍ଳୋକ, ଭଜନ ଆଦି ସମ୍ବନ୍ଧିତ ଭିଡିଓ ଉପଲବ୍ଧ ହୁଏ। ତେଣୁ ଏହି ଚ୍ୟାନେଲକୁ subscribe କରିକି Bell icon ଉପରେ click କରନ୍ତୁ । 🙏 ଜୟ ମାଁ ଦୁର୍ଗା 🙏 🌺 *ମାଁ ଦୁର୍ଗାଙ୍କ 10ଟି ଶକ୍ତିଶାଳୀ ମନ୍ତ୍ର | ଦଶହରା ବିଶେଷ | Maa Durga Powerful Mantras LIVE* 🌺 ପବିତ୍ର ଦଶହରା ଅବସରରେ ମାଁ ଦୁର୍ଗାଙ୍କ ଦିବ୍ୟ ମନ୍ତ୍ର ଶ୍ରବଣ କରନ୍ତୁ ଏବଂ ମାଆଙ୍କ ଆଶୀର୍ବାଦ ଲାଭ କରନ୍ତୁ। 🙏🔱 ଏହି ଭକ୍ତିମୟ ଭିଡିଓରେ ମାଁ ଦୁର୍ଗାଙ୍କ ୧୦ଟି ଶକ୍ତିଶାଳୀ ମନ୍ତ୍ରର ଦିବ୍ୟ ମହିମା ଅନୁଭବ କରନ୍ତୁ। ମାଆଙ୍କ ନାମ ସ୍ମରଣ କରି ମନକୁ ଶାନ୍ତ ରଖନ୍ତୁ ଏବଂ ଭକ୍ତିରେ ଲୀନ ହୁଅନ୍ତୁ। 🔴 *LIVE / ଦଶହରା ବିଶେଷ* 🌺 Maa Durga Powerful Mantras 🔱 Durga Mantra Chanting 🙏 Odia Devotional Special 🪔 Navratri & Dussehra Bhakti ମାଁ ଦୁର୍ଗାଙ୍କ ଭକ୍ତ ହୋଇଥିଲେ ଭିଡିଓଟିକୁ LIKE କରନ୍ତୁ, ପରିବାର ଓ ବନ୍ଧୁମାନଙ୍କ ସହ SHARE କରନ୍ତୁ ଏବଂ ଏପରି ଭକ୍ତିମୟ ଭିଡିଓ ପାଇଁ ଆମ ଚ୍ୟାନେଲକୁ SUBSCRIBE କରନ୍ତୁ। 🙏 ଜୟ ମାଁ ଦୁର୍ଗା! ଜୟ ମାଁ ଭବାନୀ! 🙏 #MaaDurga #DurgaMantra #ଦଶହରାବିଶେଷ