Перейти к содержимому

ଗୁରୁଦିବସ କେମିତି ପାଳନ କଲୁ ।।🤌🏻😌😂#vlog #teachersdayvlog#explorepage

Apekshyavlogs

0:00 / 0:00

ଗୁରୁଦିବସ କେମିତି ପାଳନ କଲୁ ।।🤌🏻😌😂#vlog #teachersdayvlog#explorepage

192 просмотра · 8 дней назад
Apekshyavlogs
38 подписчиков
192 просмотра · 8 дней назад
🌸 TEACHER’S DAY SPECIAL VLOG ❤️ | ଗୁରୁଦିବସ କେମିତି ପାଳନ କଲୁ | My Students Surprised Me 🥹🎁 ଆଜିର vlog ଟି ମୋ ପାଇଁ ବହୁତ special ଓ memorable ଥିଲା। ❤️ ଏହି Teacher’s Day ରେ college ରେ ଆମେ କେମିତି ଗୁରୁଦିବସ ପାଳନ କଲୁ, ମୋ ପିଲାମାନେ ମୋତେ କେମିତି surprise କଲେ, କେମିତି ପୂଜା କଲେ ଏବଂ ମୋତେ କଣ gift ଦେଲେ—ସେ ସବୁ beautiful moments ଏହି vlog ରେ share କରିଛି। 🥹🌷 ମୋ students ମାନଙ୍କର ଭଲପାଇବା ଓ ସମ୍ମାନ ମୋ ପାଇଁ ସବୁଠାରୁ ବଡ଼ gift। 🫶🏻✨ ଏହି ଦିନଟି ମୋ ପାଇଁ ସବୁବେଳେ special ହୋଇ ରହିବ। 💐 Vlog ଟି ଭଲ ଲାଗିଲେ Like 👍🏻 | Comment 💬 | Share 📲 | Subscribe ❤️ କରିବାକୁ ଭୁଲିବେ ନାହିଁ। Thank you so much for watching my vlog! 🫶🏻🌸 Lots of love ❤️✨ #TeachersDay #TeachersDayVlog #Gurudibas #TeacherVlog #CollegeVlog #StudentTeacherBond #TeachersDayCelebration #Vlog #LongVlog #IndianVlogger #OdishaVlogger #OdiaVlog #Odisha #CollegeLife #StudentsLove #SpecialDay #Memories #DailyVlog