Перейти к содержимому

ଶିଶୁ ସୁରଭି କାର୍ଯ୍ୟକ୍ରମ – କ୍ଲଷ୍ଟର ସ୍ତର ସ୍ଥାନ: ସିଦ୍ଧେଶ୍ୱର ବାବା ଉଚ୍ଚ ବିଦ୍ୟାଳୟ, ବ୍ରାହ୍ମଣୀପାଲି

SATASAMA HIGH SCHOOL

0:00 / 0:00

ଶିଶୁ ସୁରଭି କାର୍ଯ୍ୟକ୍ରମ – କ୍ଲଷ୍ଟର ସ୍ତର ସ୍ଥାନ: ସିଦ୍ଧେଶ୍ୱର ବାବା ଉଚ୍ଚ ବିଦ୍ୟାଳୟ, ବ୍ରାହ୍ମଣୀପାଲି

334 просмотра · 11 дн. назад
SATASAMA HIGH SCHOOL
139 подписчиков
334 просмотра · 11 дн. назад
🎉 ଶିଶୁ ସୁରଭି କାର୍ଯ୍ୟକ୍ରମ – କ୍ଲଷ୍ଟର ସ୍ତର #song 🎉 📍 ସ୍ଥାନ: ସିଦ୍ଧେଶ୍ୱର ବାବା ଉଚ୍ଚ ବିଦ୍ୟାଳୟ, ବ୍ରାହ୍ମଣୀପାଲି 🌸 ସମୃଦ୍ଧ ଭାଷା, ସମୃଦ୍ଧ ସଂସ୍କୃତି 🌸 ଏହି କାର୍ଯ୍ୟକ୍ରମରେ ସରକାରୀ ୟୁ.ଜି. ଉଚ୍ଚ ବିଦ୍ୟାଳୟ, ସତାସମାର ଛାତ୍ରଛାତ୍ରୀମାନେ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ତୃତୀୟ ସ୍ଥାନ ଅଧିକାର କରି ଆମ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। 🥉 ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଅନେକ ଅଭିନନ୍ଦନ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା। 💐 #ଶିଶୁସୁରଭି #ସମୃଦ୍ଧଭାଷାସମୃଦ୍ଧସଂସ୍କୃତି #GovtUGHSatasama #ଓଡ଼ିଆସଂସ୍କୃତି #DanceCompetition