Перейти к содержимому

ତ୍ରିଶିକା ପାଇଁ ଆମର ଛୋଟ ପ୍ରୟାସ ❤️ | ୩ଟି ସ୍ଥାନରେ Donation Camp .

Juli life Style

0:00 / 0:00

ତ୍ରିଶିକା ପାଇଁ ଆମର ଛୋଟ ପ୍ରୟାସ ❤️ | ୩ଟି ସ୍ଥାନରେ Donation Camp .

2 453 просмотра · 13 дн. назад
Juli life Style
280 подписчиков
2 453 просмотра · 13 дн. назад
ତ୍ରିଶିକାଙ୍କ ପାଇଁ ଆମେ ଏକ ଛୋଟ ପ୍ରୟାସ କରିଥିଲୁ—ଏକ Donation & Fund Raising Camp ❤️ ଆମ ଟିମ୍ ପ୍ରଥମେ ୩ଟି ସ୍ଥାନକୁ target କରିଥିଲା— 📍 Shree Ganesh Tutorial 📍 Mitrapur College 📍 Ajodhya College ସବୁଠାରୁ ଖୁସିର କଥା ହେଉଛି, ଆମେ ପିଲାମାନଙ୍କୁ କହିଥିଲୁ ଯେ ନିଜ ସାମର୍ଥ୍ୟ ଅନୁସାରେ ମାତ୍ର ₹୫, ₹୧୦ କିମ୍ବା ଯେତିକି ସମ୍ଭବ ସେତିକି ସାହାଯ୍ୟ କରନ୍ତୁ। କାହାଠାରୁ ଅଧିକ ଟଙ୍କା ଆଶା କରାଯାଇନଥିଲା। କିନ୍ତୁ ପିଲାମାନେ ଯେଉଁଭଳି ନିଜ ଇଚ୍ଛାରେ ଆଗେଇ ଆସି donation କଲେ, ସେହି ଦୃଶ୍ୟ ଆମକୁ ସତରେ ବହୁତ ଖୁସି କରିଦେଇଥିଲା। କେହି ଏକା ଦେଲେ, ଆଉ କେହି ୪-୫ ଜଣ ସାଙ୍ଗ ମିଶି ଯେତିକି ପାରିଲେ ସେତିକି ଦେଲେ। ଛୋଟ ପିଲାମାନଙ୍କର ଏହି ମାନବିକତା ଦେଖି ଲାଗିଲା—ସତରେ ମାନବିକତା ଆଜି ବି ବଞ୍ଚିଛି। ❤️ Shree Ganesh Tutorial ରେ donation collection ସରିବା ପରେ ଆମେ ଗଲୁ Mitrapur College ସାମ୍ନାକୁ। ସେଠାରେ ମଧ୍ୟ ଅନେକ ଲୋକ ଆଗେଇ ଆସି ସାହାଯ୍ୟ କଲେ। ତା'ପରେ ଆମର ପରବର୍ତ୍ତୀ stop ଥିଲା Ajodhya College। ସେଠାରେ ମଧ୍ୟ ପିଲାମାନେ ଏବଂ ଅନ୍ୟମାନେ ବହୁତ supportive ହୋଇ donation କଲେ। 🙏 ତିନୋଟି ସ୍ଥାନର collection ମିଶାଇ କେବଳ cash donation ରେ ମୋଟ ₹5,020 ହୋଇଥିଲା। ଆମେ ସେହି cash amount କୁ online ରେ deposit କରି ImpactGuru ର official scanner ମାଧ୍ୟମରେ payment କରିଦେଇଥିଲୁ। ଏହା ବ୍ୟତୀତ ଅନେକ ଲୋକ ସିଧାସଳଖ scanner ମାଧ୍ୟମରେ ମଧ୍ୟ donation କରିଥିଲେ। ସବୁ ମିଶାଇ ପ୍ରାୟ ₹6,000–₹7,000 ପାଖାପାଖି fund collection ହୋଇପାରିଥିଲା। ❤️ ଟଙ୍କାର ପରିମାଣ ହୁଏତ ବହୁତ ବଡ଼ ନୁହେଁ, କିନ୍ତୁ ଏହା ପଛରେ ଥିବା ଭଲପାଇବା, ସହଯୋଗ ଓ ମାନବିକତା ଆମ ପାଇଁ ବହୁତ ବଡ଼। ଏହି video ଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ❤️ ଭଲ ଲାଗିଲେ Like 👍, Comment 💬 ଏବଂ Share 🔄 କରନ୍ତୁ। ଆପଣଙ୍କ ଗୋଟିଏ Share ମଧ୍ୟ ହୁଏତ ଆଉ ଜଣେ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରେରଣା ଦେଇପାରେ। ❤️🙏 #Trishika #TrishikaDonation #SaveTrishika #DonationForTrishika #FundRaising #DonationCamp #Humanity #HumanityStillExists #OdiaVlog #OdiaVlogger #OdiaYouTuber #Balasore #Mitrapur #AjodhyaCollege #ShreeGaneshTutorial #ImpactGuru #HelpTrishika #SupportTrishika #OdiaVideo #OdiaViralVideo #ViralOdiaVideo #SocialWork #HelpingHands #BeTheChange #ଓଡ଼ିଆଭିଡିଓ #ମାନବିକତା #ତ୍ରିଶିକାଙ୍କପାଇଁ