'ଜୀବଜନ୍ତୁ ଦିହରୁ ରକ୍ତ ବୋହିଲେ ମୋ ଆଖିରୁ ଲୁହ ଝରେ' । Pramila’s Unique Mission to Save Forests #trending
OTV Digital
0:00 / 0:00
'ଜୀବଜନ୍ତୁ ଦିହରୁ ରକ୍ତ ବୋହିଲେ ମୋ ଆଖିରୁ ଲୁହ ଝରେ' । Pramila’s Unique Mission to Save Forests #trending
172 просмотра · 2 часа назад
OTV Digital
1,16 млн подписчиков
172 просмотра · 2 часа назад
ହାତରେ ବାଜା, ଖଞ୍ଜଣୀ, ପାଟିରେ ପରିବେଶ ସୁରକ୍ଷାର ବାର୍ତ୍ତା। କେନ୍ଦୁଝରର ପ୍ରମିଳା ପ୍ରଧାନ। ସଙ୍କୀର୍ତ୍ତନ ଜରିଆରେ ଲୋକଙ୍କୁ ଦିଅନ୍ତି ଜଙ୍ଗଲ ସୁରକ୍ଷାର ବାର୍ତ୍ତା । ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରୁଥିବା ମନ୍ତ୍ର ଜପି ଲୋକଙ୍କୁ ଜଙ୍ଗଲରେ ନିଆଁ ନଲଗେଇବା ଦିଗରେ ସଚେତନ କରୁଛନ୍ତି । ପ୍ରକୃତି ଓ ପରିବେଶ ପାଇଁ ତାଙ୍କର ଏ ସ୍ବର କେବଳ କେନ୍ଦୁଝରରେ ସୀମିତ ହେଇନାହିଁ ପହଞ୍ଚିଛି ଦିଲ୍ଲୀ ଦରବାରରେ। ସେଥିପାଇଁ ତ ମନ୍ କି ବାତ୍ ର ୧୨୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ପ୍ରମିଳା ପ୍ରଧାନ ଓ ତାଙ୍କ ରାଧାକୃଷ୍ଣ ସଙ୍କୀର୍ତ୍ତନ ମଣ୍ଡଳୀକୁ କରିଛନ୍ତି ପ୍ରଂଶସା। ଏକ ବିଶେଷ ଅବସରରେ ଦେଖନ୍ତୁ ତାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର...
With khanjani, kirtan and a powerful message, Pramila Pradhan of Keonjhar is spreading awareness against forest fires and encouraging people to protect nature. Her initiative with the Radhakrishna Sankirtan Mandali was praised by Prime Minister Narendra Modi in the 124th episode of Mann Ki Baat. Watch this special interview on her unique environmental campaign. Press Information Bureau
#PramilaPradhan #Keonjhar #ForestConservation #ForestFire #SaveForest #Environment #Sankirtan #MannKiBaat #Odisha #OTVDigital #trending #trend #viral #youtube
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook:
/ otvkhabar
OTV English Facebook :
/ otvnews
Telegram @otvtelegram @otvkhabar
Twitter:
/ otvnews
Instagram:
/ otvnews
#OdishaTV #OTV