ରାମଙ୍କ ରାଜ୍ୟାଭିଷେକରୁ ବନବାସ ପର୍ଯ୍ୟନ୍ତ 😢🙏 | ରାମାୟଣର ହୃଦୟସ୍ପର୍ଶୀ କାହାଣୀ | ଜୟ ଶ୍ରୀରାମ
BABUL VLOG
0:00 / 0:00
ରାମଙ୍କ ରାଜ୍ୟାଭିଷେକରୁ ବନବାସ ପର୍ଯ୍ୟନ୍ତ 😢🙏 | ରାମାୟଣର ହୃଦୟସ୍ପର୍ଶୀ କାହାଣୀ | ଜୟ ଶ୍ରୀରାମ
449 просмотров · 6 дней назад
BABUL VLOG
3,95 тыс. подписчиков
449 просмотров · 6 дней назад
🙏 ଜୟ ଶ୍ରୀରାମ 🙏
ରାଜ୍ୟାଭିଷେକ ପାଇଁ ସଜି ଉଠିଥିଲା ଅଯୋଧ୍ୟା। ସମସ୍ତଙ୍କ ମନରେ ଥିଲା ଆନନ୍ଦ। କିନ୍ତୁ ହଠାତ୍ ବଦଳିଗଲା ସବୁକିଛି… ରାମଙ୍କୁ ମିଳିଲା ୧୪ ବର୍ଷର ବନବାସ।
ପିତାଙ୍କ ବଚନ ରକ୍ଷା ପାଇଁ ପ୍ରଭୁ ଶ୍ରୀରାମ ରାଜସିଂହାସନ ଛାଡ଼ି ବନପଥ ବାଛିଲେ। ମାତା ସୀତା ଓ ଭାଇ ଲକ୍ଷ୍ମଣ ମଧ୍ୟ ପ୍ରଭୁଙ୍କ ସହିତ ବନବାସ ଯାତ୍ରାରେ ବାହାରିଲେ। ❤️🙏
ଏହି ଭିଡିଓରେ ଦେଖନ୍ତୁ— 🌸 ରାମଙ୍କ ରାଜ୍ୟାଭିଷେକର ଖବର 🌸 କୈକେୟୀଙ୍କ ଦୁଇ ବରଦାନ 🌸 ରାମଙ୍କ ବନବାସ ଗ୍ରହଣ 🌸 ସୀତା ଓ ଲକ୍ଷ୍ମଣଙ୍କ ସଙ୍କଳ୍ପ 🌸 ଅଯୋଧ୍ୟାରୁ ରାମଙ୍କ ବନବାସ ଯାତ୍ରା
ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, ଆପଣଙ୍କ ପରିବାର ଓ ବନ୍ଧୁମାନଙ୍କ ସହ Share କରନ୍ତୁ ଏବଂ ଏଭଳି ଭକ୍ତିମୟ ରାମାୟଣ କାହାଣୀ ପାଇଁ Channel କୁ Subscribe କରନ୍ତୁ। 🔔
🙏 ଜୟ ଶ୍ରୀରାମ 🙏
#ଜୟଶ୍ରୀରାମ #ରାମାୟଣ #ରାମବନବାସ #ଶ୍ରୀରାମ #ସୀତାରାମ #ଲକ୍ଷ୍ମଣ #OdiaRamayana #Ramayana #JaiShreeRam #OdiaBhakti