Перейти к содержимому

ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା Horrific Accident in Gwalior: Truck Mows Down Devotees Near Temple

News18 Odia

0:00 / 0:00

ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା Horrific Accident in Gwalior: Truck Mows Down Devotees Near Temple

1 024 просмотра · 5 ч назад
News18 Odia
6,26 млн подписчиков
1 024 просмотра · 5 ч назад
ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା Horrific Accident in Gwalior: Truck Mows Down Devotees Near Temple A tragic accident occurred near the Sheetla Mata Temple in Gwalior, Madhya Pradesh, when an out-of-control truck ploughed into a crowd of devotees gathered during Navratri. Multiple casualties and severe injuries have been reported as emergency teams rushed to the spot for rescue operations. Watch the complete video to get the latest updates on this heartbreaking incident, rescue operations, and official responses! ମଧ୍ୟପ୍ରଦେଶ ଗ୍ୱାଲିୟରସ୍ଥିତ ଶୀତଳା ମାତା ମନ୍ଦିର ନିକଟରେ ଘଟିଛି ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ଦୁର୍ଘଟଣା। ନବରାତ୍ରି ସପ୍ତମୀ ଅବସରରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଥିବା ସମୟରେ ଏକ ଅନିୟନ୍ତ୍ରିତ ଟ୍ରକ୍‌ ସେମାନଙ୍କ ଉପରେ ଚଢ଼ିଯାଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ବହୁ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଓ ତାଜା ଅପଡେଟ୍‌ ଜାଣିବା ପାଇଁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। #RoadAccident #TragicNews #GwaliorNews Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI ID_OD_SS