ଓଡ଼ିଶାର Secret Place ଦେଖନ୍ତୁ 😱 | ମା’ ମଙ୍ଗଳା ମନ୍ଦିର ପାଖରେ ଏ କେଉଁ ଜାଗା? 🙏#maamangal #odiavlog
SPS JAGAN
0:00 / 0:00
ଓଡ଼ିଶାର Secret Place ଦେଖନ୍ତୁ 😱 | ମା’ ମଙ୍ଗଳା ମନ୍ଦିର ପାଖରେ ଏ କେଉଁ ଜାଗା? 🙏#maamangal #odiavlog
248 просмотров · 9 дн. назад
SPS JAGAN
106 подписчиков
248 просмотров · 9 дн. назад
😱 ଓଡ଼ିଶାର ଏହି Secret Place ଦେଖିଛନ୍ତି କି?
ଜୟ ମା’ ମଙ୍ଗଳା 🙏❤️
କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳା ମନ୍ଦିର ପାଖରେ ଥିବା ଏହି ରହସ୍ୟମୟ ସ୍ଥାନକୁ ଆଜିର ଭିଡିଓରେ ଦେଖନ୍ତୁ। ଏଠାକାର ମନ୍ଦିର, ପଥରର ଆକୃତି ଓ ସୁନ୍ଦର ପରିବେଶ ଆପଣଙ୍କୁ ନିଶ୍ଚିତ ଆକର୍ଷିତ କରିବ। 🙏
ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ କମେଣ୍ଟରେ ଜଣାନ୍ତୁ ଏହି ଜାଗାଟି ଆପଣଙ୍କୁ କେମିତି ଲାଗିଲା।
❤️ ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ।
📍 Location: Maa Mangala Temple, Kakatpur, Odisha
🎥 Channel: SPS JAGAN
#OdishaSecretPlace #MaaMangalaTemple #Kakatpur #OdiaVlog #SPSJAGAN #OdishaTourism