Перейти к содержимому

ଘରୋଇ ଓଡ଼ିଆ ଖାଦ୍ୟ 😋 | ଭାତ ସହିତ ଜହ୍ନି ବେସର ଓ ଡାଲି , ସୋୟାବିନ ଭଜା | Odia Traditional Food। Namita Vlogs

Namita Vlogs

0:00 / 0:00

ଘରୋଇ ଓଡ଼ିଆ ଖାଦ୍ୟ 😋 | ଭାତ ସହିତ ଜହ୍ନି ବେସର ଓ ଡାଲି , ସୋୟାବିନ ଭଜା | Odia Traditional Food। Namita Vlogs

157 просмотров · 2 нед. назад
Namita Vlogs
311 подписчиков
157 просмотров · 2 нед. назад
🙏 ନମସ୍କାର ସମସ୍ତଙ୍କୁ ❤️ ଆଜି ଆମ ରୋଷେଇ ଘରେ ତିଆରି ହୋଇଛି ସୁଆଦିଆ ଘରୋଇ ଓଡ଼ିଆ ଖାଦ୍ୟ। 😋🍛 ଗରମ ଭାତ ସହିତ ଜହ୍ନି ବେସର ତରକାରୀ ଓ ମସଲାଦାର କୁରକୁରା ଭଜାର ମଜା ହିଁ ଅଲଗା! ❤️ ଓଡ଼ିଆ ଘରୋଇ ଖାଦ୍ୟ ଓ ଦେଶୀ ରୋଷେଇକୁ ଭଲ ପାଉଥିଲେ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। 😍 👍 ଭିଡିଓଟି ଭଲ ଲାଗିଲେ Like କରନ୍ତୁ। 💬 ଆପଣଙ୍କ ମତାମତ Comment ରେ ଜଣାନ୍ତୁ। 🔄 ପରିବାର ଓ ସାଙ୍ଗମାନଙ୍କ ସହ Share କରନ୍ତୁ। ❤️ ଏମିତି ଆହୁରି ସୁଆଦିଆ ଓଡ଼ିଆ ରେସିପି ପାଇଁ Page କୁ Follow କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ 🙏❤️ #OdiaFood #OdiaRecipe #OdiaCooking #OdiaFoodVlog #TraditionalOdiaFood #OdiaVillageFood #OdiaKitchen #OdiaFoodLovers #JhuniBesara #IndianFood #HomeCooking #OdiaFoodBlog