Перейти к содержимому

“ବିଧାନସଭା ମୋର ରଣଭୂମି” - ତାରାପ୍ରସାଦ ବାହିନୀପତି | Inside the Assembly Battles | Taraprasad Bahinipati

OdishaLIVE

0:00 / 0:00

“ବିଧାନସଭା ମୋର ରଣଭୂମି” - ତାରାପ୍ରସାଦ ବାହିନୀପତି | Inside the Assembly Battles | Taraprasad Bahinipati

14 150 просмотров · 4 дня назад
OdishaLIVE
1,21 млн подписчиков
14 150 просмотров · 4 дня назад
#କେତେକଥା #Ketekatha - An Open Conversation #TaraprasadBahinipati #OdishaPolitics #Congress ଓଡ଼ିଶାରେ ଦୀର୍ଘ ରାଜନୈତିକ ଯାତ୍ରାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ତାରାପ୍ରସାଦ ବାହିନୀପତି। ସେ ୨୦୦୦ ମସିହାରେ କୋରାପୁଟ ବିଧାନସଭା ଆସନରୁ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୫ ଥର ବିଧାୟକ ହେବାସହ ରାଜ୍ୟ କଂଗ୍ରେସର ବିଭିନ୍ନ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ରେ ତାରାପ୍ରସାଦ ବାହିନୀପତି ନିଜର ଦୀର୍ଘ ରାଜନୈତିକ ଯାତ୍ରା, ବିଧାନସଭାର ଅନୁଭୂତି ଓ ରାଜନୀତିରେ ଦେଖିଥିବା ଉଠାଣି-ଗଡ଼ାଣି ବିଷୟରେ କହିଛନ୍ତି। ଏଥିସହ ବିଧାନସଭାରେ ଲୋକଙ୍କ ପ୍ରସଙ୍ଗ ଉଠାଇବା, ସରକାରଙ୍କୁ ପ୍ରଶ୍ନ କରିବା, କଂଗ୍ରେସର ଆଗାମୀ ରଣନୀତି ଏବଂ ନିଜର ରାଜନୈତିକ ଅଭିଜ୍ଞତାକୁ ନେଇ ମଧ୍ୟ ସେ ନିଜର ମତ ରଖିଛନ୍ତି। ଏହାସହ ତାଙ୍କ ରାଜନୈତିକ ଜୀବନର କିଛି ଅକୁହା କଥା ମଧ୍ୟ ସେୟାର କରିଛନ୍ତି। ଦେଖନ୍ତୁ ତାରାପ୍ରସାଦ ବାହିନୀପତିଙ୍କ ସହ ଓଡ଼ିଶାଲାଇଭ୍‌ର ଏହି ସ୍ୱତନ୍ତ୍ର ସାକ୍ଷାତକାର। Join this channel to get access to perks:    / @odishalive   L I K E || S H A R E || S U B S C R I B E News Website: https://www.odisha.live Facebook:   / odishalive   YouTube:    / odishalive   Twitter:   / odishalive   Instagram:   / odishalive   Click the 'bell' icon and Subscribe! The Event/production is a creation of OdishaLIVE. --- An OdishaLIVE Web Production. www.odisha.live (A Web Initiative of Academy for Media Learning Private Limited) A/23, (Ground Floor) Surya Nagar, Near Hotel Venus, Governor House Road, Bhubaneswar - 751003 (Odisha). Produced and broadcast in public interest. Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.