Shri Hari Charane ManaLagare #ଶ୍ରୀହରିଚରଣେମନଲଗାରେ#viralbhajan2026@Musiclife-n25 #NehaMaharana#kirtan
MUSIC LIFE
0:00 / 0:00
Shri Hari Charane ManaLagare #ଶ୍ରୀହରିଚରଣେମନଲଗାରେ#viralbhajan2026@Musiclife-n25 #NehaMaharana#kirtan
3 115 просмотров · 4 дн. назад
MUSIC LIFE
400 подписчиков
3 115 просмотров · 4 дн. назад
Sri Haricharane Mana Lagare।Shri Krushna Charane Mana laga#Kalia Charane Mana Lagare #Balia Charane Mana laga #viral #viralvideo #viralbhajan #viralkirtan #viralodiabhajan#odiaculture#instagram #facebook #youtube #2026viral#2026trading
Lyrics-Naresh Chandra
Singer-Neha Maharana
Traditional Music
Music Arranger-Tutu Sharma
Recording & Mixing -Yash Studio (Shubu Da)
Banner-Music Life
Edit-PK Prashant
KeyBoard-Sunil
Rhythm-Mani
Producer-Naresh Chandra (Anugola)
(9827629379)
ଶ୍ରୀ ହରି ଚରଣେ ମନ ଲଗା ମନ ଲଗାରେ ଶ୍ରୀକୃଷ୍ଣ ଚରଣେ ମନ ଲଗା
ଶ୍ରୀ ହରି ଚରଣେ ମନ ଲଗା ମନ ଲଗାରେ ଶ୍ରୀକୃ ଶ୍ରୀକୃଷ୍ଣ ଚରଣେ ମନ ଲଗା
କାଳିଆ ଚରଣେ ମନ ଲଗା ମନ ଲଗାରେ ବଳିଆ ଚରଣେ ମନ ଲଗା
ମଣିଷ ଜୀବନ ପାଣି ଫୋଟକାରେ
ଆସିଛୁ ଏକା ତୁ ଯିବୁ ତୁ ଏକାରେ
ମାଟିରେ ଜନମ ମାଟିରେ ମିଶିବୁ
କର୍ମ ଫଳ ତୋର ସାଥେ ନେଇଯିବୁ
ମିଛ ମାୟା ଭରା ଏ ସଂସାର ପରା
ଆଜି ଯେ ନିଜର କାଲି ଦେବ ଦଗା
ମନ ଲଗା ମନ ଲଗା ମନ ଲଗାରେ
ଶ୍ରୀ ହରି ଚରଣେ ମନ ଲଗା ମନ ଲଗାରେ ଶ୍ରୀକୃଷ୍ଣ ଚରଣେ ମନ ଲଗା
କାଳିଆ ଚରଣେ ମନ ଲଗା ମନ ଲଗାରେ ବଳିଆ ଚରଣେ ମନ ଲଗା
ଶ୍ରୀ ହରି ଚରଣେ ମନ ଲଗା ମନ ଲଗାରେ ଶ୍ରୀକୃଷ୍ଣ ଚରଣେ ମନ ଲଗା
କାଳିଆ ଚରଣେ ମନ ଲଗା ମନ ଲଗାରେ ବଳିଆ ଚରଣେ ମନ ଲଗା
ଧନ ଦଉଲତ ଏ ସବୁ ଅସାର
ଆଜି ଯେ ରାଜନ କାଲି ସେ ଫକୀର
ରାଧାକୃଷ୍ଣ ନାମ ଧରି ଥାଆ ତୁଣ୍ଡରେ
ସେହି ଏକା ସତ ଏ ମିଛ ସଂସାରେ
କଳିଯୁଗେ ଭଜ ଜୟ ଜଗତନାଥ
ସେହିପରା ତୋର ମୁକତିର ଦାତା
ମନ ଲଗା ମନ ଲଗା ମନ ଲଗାରେ
ଶ୍ରୀ ହରି ଚରଣେ ମନ ଲଗା ମନ ଲଗାରେ ଶ୍ରୀକୃଷ୍ଣ ଚରଣେ ମନ ଲଗା
କାଳିଆ ଚରଣେ ମନ ଲଗା ମନ ଲଗାରେ ବଳିଆ ଚରଣେ ମନ ଲଗା
ଶ୍ରୀ ହରି ଚରଣେ ମନ ଲଗା ମନ ଲଗାରେ ଶ୍ରୀକୃଷ୍ଣ ଚରଣେ ମନ ଲଗା
କାଳିଆ ଚରଣେ ମନ ଲଗା ମନ ଲଗାରେ ବଳିଆ ଚରଣେ ମନ ଲଗା
କୃଷ୍ଣ ନାମ ଏକା ଅମୃତର ଧାରା
ମୁକତି କରିବ ସଂସାରରଭାରା
ରାମ ନାମ ଅଟେ ଆହା କି ସୁନ୍ଦର
ହରେକୃଷ୍ଣ ନାମ ଆହା କି ମଧୁର
ଭଜ ରାତି ଦିନ ସେ ନାମ ଧନରେ
ହଟିବ ହଟିବ ତୋରସବୁ ବାଧା
ମନ ଲଗା ମନ ଲଗା ମନ ଲଗାରେ
ଶ୍ରୀ ହରି ଚରଣେ ମନ ଲଗା ମନ ଲଗାରେ ଶ୍ରୀକୃଷ୍ଣ ଚରଣେ ମନ ଲଗା
କାଳିଆ ଚରଣେ ମନ ଲଗାରେ ବଳିଆ ଚରଣେ ମନ ଲଗା
ଶ୍ରୀହରି ଚରଣେ ମନ ଲଗା ମନ ଲଗାରେ ଶ୍ରୀକୃଷ୍ଣ ଚରଣେ ମନ ଲଗା
କାଳିଆ ଚରଣେ ମନ ଲଗା ମନ ଲଗାରେ ବଳିଆ ଚରଣେ ମନ ଲଗା
ମନ ବଳ ତୋର ଜୀବନରସାଥୀ
ପୁଣ୍ୟ ବଳ ତୋର ଅଟେ ମହାଶକ୍ତି
ଧରମ ଡଙ୍ଗାରେ କରମ କରିଯାଆ
ଧନ ଦଉଲତ ପଛରୁ ଫେରିଯାଆ
ଭଜ ରାମ ନାମ ଭଜ ତୁ ସୀତାରେ
ଭଜ ଜଗନ୍ନାଥ ଶ୍ରୀକୃଷ୍ଣ ଶ୍ରୀ ରାଧା
ମନ ଲଗା ମନ ଲଗା ମନ ଲଗାରେ ଶ୍ରହରି ଚରଣେ ମନ ଲଗା
ମନ ଲଗାରେ ଶ୍ରୀକୃଷ୍ଣ ଟରଣେ ମନ ଲଗା
କାଳିଆ ଚରଣେ ମନ ଲଗା ମନ ଲଗାରେ ବଳିଆ ଚରଣେ ମନ ଲଗା
କାଳିଆ ଚରଣେ ମନ ଲଗା
ଶ୍ରୀକୃଷ୍ଣ ଚରଣେ ମନ ଲଗା
ଶ୍ରୀ ହରି ଚରଣେ ମନ ଲଗା
କାଳିଆ ଚରଣେ ମନ ଲଗା.... ସମାପ୍ତ