ଏମିତି କଟିଲା କୁମାର ପୂର୍ଣ୍ଣିମା!🌕|Traditional Odia Festival Vlog✨|Kumar Purnima 2026@Khusilusi Chapter
khusilusi chapter
0:00 / 0:00
ଏମିତି କଟିଲା କୁମାର ପୂର୍ଣ୍ଣିମା!🌕|Traditional Odia Festival Vlog✨|Kumar Purnima 2026@Khusilusi Chapter
348 просмотров · 12 дн. назад
khusilusi chapter
695 подписчиков
348 просмотров · 12 дн. назад
🌕❤️ ଜହ୍ନି ଗୋ ଫୁଲ… କୁମାର ପୂର୍ଣ୍ଣିମାର ମଜା ହିଁ ଅଲଗା! ✨🪔
Hello everyone! Welcome back to Khusilusi Chapter 💗
ଆଜିର ଭିଡିଓରେ ଆପଣମାନଙ୍କ ସହିତ ଶେୟାର କରିଛୁ ଆମର ସୁନ୍ଦର କୁମାର ପୂର୍ଣ୍ଣିମା 2026 Vlog 🌕🥰
ଏହି ଭିଡିଓରେ ଦେଖିବାକୁ ପାଇବେ କୁମାର ପୂର୍ଣ୍ଣିମାର ସୁନ୍ଦର ପରମ୍ପରା, ରାତିର ପୂଜା ବିଧି, ଦୀପର ଆଲୋକ, ସୁନ୍ଦର ଝୋଟି, ଆମର ପାରମ୍ପରିକ ଭୋଗ ଏବଂ ସାଙ୍ଗମାନଙ୍କ ସହିତ ମଜା ମସ୍ତି ❤️🪔
କୁମାର ପୂର୍ଣ୍ଣିମା କେବଳ ଗୋଟିଏ ପର୍ବ ନୁହେଁ, ଏହା ଆମ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ସୁନ୍ଦର ସ୍ମୃତିର ଏକ ଅଂଶ। 🌸🌙
ଭିଡିଓଟି ଭଲ ଲାଗିଲେ ଗୋଟିଏ LIKE 👍, COMMENT 💬, SHARE ❤️ କରିବା ସହିତ ଆମ ଚ୍ୟାନେଲ Khusilusi Chapter କୁ SUBSCRIBE କରନ୍ତୁ ଏବଂ ପାଖରେ ଥିବା 🔔 BELL ICON କୁ ଦବାଇବାକୁ ଭୁଲିବେ ନାହିଁ।
ତୁମମାନଙ୍କ ଭଲପାଇବା ଓ ସପୋର୍ଟ ହିଁ ଆମର ଶକ୍ତି! 🥹💖
🌕✨ ଶୁଭ କୁମାର ପୂର୍ଣ୍ଣିମା! ✨🌕
Lots of love from Khusilusi Chapter ❤️
#KumarPurnima #KhusilusiChapter #OdiaVlog #KumarPurnima2026 #KumarPurnima #KumarPurnimaVlog #OdiaVlog #OdiaYouTuber #KhusilusiChapter #OdiaCulture #OdiaFestival #KumarPurnimaPuja #KumarPurnimaSpecial #OdiaTradition #PujaVlog #FestivalVlog #OdiaLifestyle #OdiaYouTube #MoonlightVibes #FestiveVibes #OdiaFamilyVlog #ପବିତ୍ରକୁମାରପୂର୍ଣ୍ଣିମା #ଶୁଭକୁମାରପୂର୍ଣ୍ଣିମା