Перейти к содержимому

Jai Adivasi | Kuwi Culture Song |ଜୈ ଆଦିବାସୀ | Singer:_ Surya & Rithika | Rayagada

Surya Kadraka Official

0:00 / 0:00

Jai Adivasi | Kuwi Culture Song |ଜୈ ଆଦିବାସୀ | Singer:_ Surya & Rithika | Rayagada

7 464 просмотра · 2 года назад
Surya Kadraka Official
2,79 тыс. подписчиков
7 464 просмотра · 2 года назад
''ବିଶ୍ଵ ଆଦିବାସୀ ଦିବସ'' ପାଇଁ ଏହି ଗୀତଟି ରଚନା କରାଯାଇଛି ı ଆମ ଆଦିବାସୀ ମାନଙ୍କର ଆଗାମୀ କାଳରେ ଥିବା ସାଂସ୍କୃତି , ଧର୍ମ ଏବଂ ପରମ୍ପରାକୁ ମନେ ପକାଇବା ତାହା ସହିତ ଆମେମାନେ ଏକଜୁଟ ହୋଇ ପାଳନ କରିବା ଆମ ଜାତିକୁ ଆମେ ଆଗକୁ ନେବା ବୋଲି, ମୁ ଅନୁରୋଧ କରୁଛି ı ଏହି ଗୀତର ମୁଖ୍ୟ କାରଣ ହେଲା ଆମ ଛାତ୍ର ଓ ଛାତ୍ରୀ ମାନଙ୍କୁ ଶିକ୍ଷା ମାଧ୍ୟମରେ ଉନ୍ନତି ଜାଗାରେ ପଞ୍ଚାଇବା ଏବଂ ଆମର ନା ବାଳିକାଙ୍କୁ ବାଲ୍ୟ ବିବାହ ବନ୍ଧ କରିବାକୁ ଆମେ ମାନେ ନିଷ୍ପତି ନେବା ı ଏହି ଗୀତ ମାଧ୍ୟମରେ ଆପଣମାନେ ଶୁଣି,ଆମ ଆଦିବାସୀ ସମାଜକୁ ଆଗକୁ ନେବା ବୋଲି ମୁ ଆପଣ ଠାରୁ ଆଶା କରୁଛି I ଧନ୍ୟବାଦ...................................................🙏 Jai Adivasi | Kuwi Culture Song | ଜୈ ଆଦିବାସୀ | Singer:_ Surya & Rithika | Rayagada Song Name - Jai ଆଦିବାସୀ ❤️ Singer - Surya & Rithika Lyrics/Music - Surya Kadraka Music Arrangement - Subham Samal (Bapi) Mix & mastered By - SR Studio Inn Rayagada Camera/Edit- Bikash studio Post Production - Surya Kadraka Producer - Smt. Appama Kadraka (Mom) Record - SR Studio Inn Rayagada Special Tq _ Bisi, Sunil, Sanjay,Hiralal,Babaji, Hari Bhaina, Madhu Sudhan Support By _ Gupte, Manashi, Aj,Sunny Allex, Hari, Padman Pani, Sunil,Naresh,Subham Samal (bapi) *****************ଜୟ ଆଦିବାସୀ*************** kuwi song Jai adivasi Jai adivasi kuwi song kuwi song 2023 kuwi song rayagada rayagada kuwi music rayagada kuwi muzic rayagada kuwi comedy rayagada kuwi video 2023 rayagada kuwi video 2022 Adibasi songs Adibasi culture song Muna Himirika Jagadish nachika Hari Huika Madhusudan saraka Rahul rbn Damo hantal Surya koraput singer Kiran Rojalin miniaka Surya Kadraka Prince Gupte Padman Pani ******************************************** ବିଶେଷ ସୂଚନା ଏହି ବିଡ଼ିଓ କେବଳ (Surya Kadraka Official) ୟୁଟ୍ୟୁବ ଚ୍ୟାନାଲ ପାଇଁ। ଏହାକୁ ଅନ୍ୟକେହି ଆମର ବିନା ଅନୁମତିରେ ତାଙ୍କ ୟୁଟ୍ୟୁବ (YouTube) ଚ୍ୟାନାଲରେ ଛାଡ଼ି (Upload) ପାରିବେ ନାହିଁ। ଯଦି କେହି ଏହାକୁ ଅବମାନନା କରନ୍ତି ତାହା ହେଲେ ଆମେ ନ ଜଣେଇ copyright strike କରିବୁ। ଧନ୍ୟବାଦ...!!!