Перейти к содержимому

ରାଜଧାନୀରେ ଆଇନଶୃଙ୍ଖଳାକୁ ନେଇ ତୁମ୍ବିତୋଫାନ: ୫ହତ୍ୟାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ରଖିଲେ ଆଇନ ମନ୍ତ୍ରୀ

Prameya Digital

0:00 / 0:00

ରାଜଧାନୀରେ ଆଇନଶୃଙ୍ଖଳାକୁ ନେଇ ତୁମ୍ବିତୋଫାନ: ୫ହତ୍ୟାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ରଖିଲେ ଆଇନ ମନ୍ତ୍ରୀ

718 просмотров · 1 ч назад
Prameya Digital
152 тыс. подписчиков
718 просмотров · 1 ч назад
ରାଜଧାନୀ ଭୁବନେଶ୍ୱରରେ ଲଗାତାର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ତେଜିଛି ବୟାନବାଜି । ୪ ଦିନ ମଧ୍ୟରେ ୫ ଜଣଙ୍କ ହତ୍ୟା ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ନେଇ ଉଭୟ ବିଜେଡି ଓ କଂଗ୍ରେସ ପ୍ରଶ୍ନ ଉଠାଇଥିବା ବେଳେ ଅପରାଧ ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଥିବା କହିଛନ୍ତି ଆଇନ ମନ୍ତ୍ରୀ । #Odisha #Bhubaneswar #OdishaNews #LawAndOrder #BhubaneswarCrime #OdishaPolitics #5Murders #CrimeNews #OdishaGovernment #LawMinister #BreakingNews #PoliticalNews #OdishaPolice #PrameyaDigital #latestnews Odisha Latest News ଏବଂ ସବୁଠୁ ବଡ଼ ଖବର ସବୁବେଳେ ପ୍ରଥମେ ଦେଖିବା ପାଇଁ Prameya Digital ସହ ଯୋଡ଼ି ହୁଅନ୍ତୁ! In this video, we bring you an exclusive, in-depth breakdown and critical analysis of the major developments shaping Odisha today. 👍 Like | 🔄 Share | 💬 Comment | 🔔 Subscribe Prameya Digital For latest news updates follow us on WhatsApp: https://www.whatsapp.com/channel/0029... For latest Odisha News Follow us: Website: http://www.prameya.com   / prameyadigital     / prameyadigital      / @prameyadigital     / prameya-digital-2853663a7     / prameyadigital   https://www.whatsapp.com/channel/0029...