Drunk Youth Creates Chaos at Bhubaneswar Airport, Removed by Security
OTV
0:00 / 0:00
Drunk Youth Creates Chaos at Bhubaneswar Airport, Removed by Security
397 243 просмотра · 1 год назад
OTV
12,5 млн подписчиков
397 243 просмотра · 1 год назад
#ପଛକୁ_ଚାଲେ…
#ହାତ_ଲାଗନି…
ଭୁବନେଶ୍ୱର ବିମାନ ବନ୍ଦରରେ ମଦ୍ୟପ ଯୁବକଙ୍କ ହଙ୍ଗାମା। ପ୍ରଥମେ ଏୟାରର୍ପୋଟ ଭିତରେ ଗଣ୍ଡଗୋଳ କରିବା ପରେ ସୁରକ୍ଷା କର୍ମୀ ତାଙ୍କୁ ବାହାରକୁ ବାହାର କରିଦେଇଥିଲେ । ପରେ ଏୟାରର୍ପୋଟ ଗେଟ୍ ବାହାରେ ପାଟିତୁଣ୍ଡ କରିଥିଲେ I ମୋହିତ ପାଟିଆଲ ନାମକ ଯୁବକଙ୍କ ଘର ଚଣ୍ଡିଗଡରେ । କଟକ ଓ ଭୁବନେଶ୍ୱରରେ ହେୟାର ଷ୍ଟାଇଲିସ ଭାବରେ କାମକରୁଥିବା ସେ କହିଛନ୍ତି। ଏୟାରପୋର୍ଟ ଥାନା ପୋଲିସ ଯୁବକଙ୍କୁ ଥାନାରେ ଅଟକ ରଖିବା ସହ ନିଶା ଛାଡିବା ପରେ ଅଣ୍ଡରଟେକିଂ ଲେଖି ଛାଡିଛି। ଏନେଇ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
#OdishaNews_BhubaneswarAirport #AirportSecurity_Odisha #PoliceAction_Odisha #OdishaUpdates #OTV
For latest news updates follow us on WhatsApp: https://whatsapp.com/channel/0029VaYN...
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV