Перейти к содержимому

ହସ୍ପିଟାଲ୍ ରେ କଣ ସତରେ ମାଡ଼ଦେଲେ ପୀୟୁଷ ତ୍ରିପାଠୀ ? Jatra Singhbahini crew death Ruckus at hospital.

Pratidin TV

0:00 / 0:00

ହସ୍ପିଟାଲ୍ ରେ କଣ ସତରେ ମାଡ଼ଦେଲେ ପୀୟୁଷ ତ୍ରିପାଠୀ ? Jatra Singhbahini crew death Ruckus at hospital.

4 042 просмотра · 15 ч назад
Pratidin TV
1,77 млн подписчиков
4 042 просмотра · 15 ч назад
ହସ୍ପିଟାଲ୍ ରେ କଣ ସତରେ ମାଡ଼ଦେଲେ ପୀୟୁଷ ତ୍ରିପାଠୀ ? ଓଡ଼ିଶାର ଜଣାଶୁଣା 'ସିଂହବାହିନୀ' ଯାତ୍ରା ପାର୍ଟିର କଳାକାର ପ୍ରଶାନ୍ତ ମାଝୀଙ୍କ ମୃତ୍ୟୁ ପରେ ବାଲେଶ୍ୱର ଜିଲ୍ଲା ସୋରୋ ଡାକ୍ତରଖାନାରେ ତୁମୁଳ କାଣ୍ଡ ଘଟିଛି। ଶବ ବ୍ୟବଚ୍ଛେଦରେ ବିଳମ୍ବ ଏବଂ କିଛି ସାମଗ୍ରୀ କିଣିବାକୁ ନେଇ ଯାତ୍ରା କଳାକାର ଓ ମେଡିକାଲର ଅସ୍ଥାୟୀ କର୍ମଚାରୀ ନିରଞ୍ଜନ ଗୋଚ୍ଛାୟତଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି ସମୟରେ ଲୋକପ୍ରିୟ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଏବଂ ଅନ୍ୟ କଳାକାରମାନେ ମେଡିକାଲ କର୍ମଚାରୀଙ୍କୁ ଧକ୍କା ମାରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। Jatra Singhbahini crew death Ruckus at hospital. #OdiaJatra #PiyushTripathy #PrashantMajhi #SoroHospital #JatraSinghbahini Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha