Перейти к содержимому

Secret Rituals of Durga Madhab Upasana | ଦୁର୍ଗା ମାଧବ ପୂଜାର ଗୁପ୍ତ ରହସ୍ୟ | Jay Jagannath TV

Jay Jagannath Bhakta

0:00 / 0:00

Secret Rituals of Durga Madhab Upasana | ଦୁର୍ଗା ମାଧବ ପୂଜାର ଗୁପ୍ତ ରହସ୍ୟ | Jay Jagannath TV

647 просмотров · 6 ч назад
Jay Jagannath Bhakta
69,6 тыс. подписчиков
647 просмотров · 6 ч назад
ପ୍ରବଚକ ଶ୍ରୀ ଶେଷଦେବ ସାହୁଙ୍କ (Sesadeba Sahoo) ମୁଖରୁ ଶ୍ରବଣ କରନ୍ତୁ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ ପବିତ୍ର ଆଶ୍ୱିନ ମାସରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ "ଦୁର୍ଗା ମାଧବ ଉପାସନା", ୧୬ ପୂଜା (ଷୋଳ ପୂଜା) ବିଧାନ ଏବଂ ଏହାର ଗୁଢ଼ ଆଧ୍ୟାତ୍ମିକ ରହସ୍ୟ। In this divine discourse, renowned Pravachak Sesadeba Sahoo explains the sacred and ancient tradition of Durga Madhaba Upasana at Puri Srimandir during Ashwin Shodasha Puja, the unique rituals of Maa Bimala and Lord Jagannath, and their profound spiritual significance. ⏱️ Video Chapters (Timestamps): 00:00 - ମଙ୍ଗଳାଚରଣ ଓ ଶ୍ରୀକ୍ଷେତ୍ର ପ୍ରଭାତ ବନ୍ଦନା (Mangalacharana & Morning Greetings) 04:25 - ଶ୍ରୀମନ୍ଦିରରେ ଦୁର୍ଗା ମାଧବ ଉପାସନାର ପରିଚୟ (Introduction to Durga Madhav Upasana) 05:22 - ମେଘନାଦ ପ୍ରାଚୀର ଉପରେ ଦୁର୍ଗା ମାଧବ ମନ୍ଦିର (Durga Madhav Temple on Meghanada Prachira) 08:55 - ଶ୍ରୀକ୍ଷେତ୍ରରେ ଷୋଳ ପୂଜା ଓ ଶାକ୍ତ ପରମ୍ପରା (16 Puja / Shodasha Puja Tradition) 10:14 - ମା' ବିମଳା ଓ ଦୁର୍ଗା ମାଧବଙ୍କ ମନ୍ଦିର ବିଜେ ନୀତି (Maa Bimala & Durga Madhav Bije Rituals) 13:17 - ଭଣ୍ଡାର ଘରୁ ଆଜ୍ଞାମାଳ ଓ ସୋମନାଥ ମଣ୍ଡପରେ ପୂଜା ବିଧି (Agyanamala & Puja Vidhi) 16:48 - ଦକ୍ଷିଣ ଦ୍ୱାର ସଙ୍କଟମୋଚନ ହନୁମାନ ଦର୍ଶନ ଓ ମାହାତ୍ମ୍ୟ (South Gate Hanuman Darshan & Significance) 19:05 - ଶ୍ରୀମନ୍ଦିରର ଚତୁର୍ଦ୍ଦିଗ ଭ୍ରମଣ ଓ ଦର୍ଶନ ମାହାତ୍ମ୍ୟ (Significance of Chardham & 4 Gates) 22:42 - ଉଡ୍ଡୀୟାନ ପୀଠରେ ଦୁର୍ଗା ମାଧବ ପରମ୍ପରା (Durga Madhab in Uddiyana Peetha) 25:15 - ଗଜପତି ପୁରୁଷୋତ୍ତମ ଦେବ ଓ କାଞ୍ଚି ଅଭିଯାନ କିମ୍ବଦନ୍ତୀ (Purushottama Deva & Kanchi Legend) 26:30 - ପଶ୍ଚିମ ଦ୍ୱାର ଦର୍ଶନ ଓ ଉପସଂହାର (Paschima Dwara Darshan & Conclusion) 🏷️ Hashtags: #JayJagannathTV #DurgaMadhabUpasana #SesadebaSahoo #JagannathPuri #Srimandir #ShodashaPuja #PuriDham #JagannathCulture #OdiaPravachan #MaaBimala =========================================== ଜୟ ଜଗନ୍ନାଥ! 🙏 ଶୁଣନ୍ତୁ ଭକ୍ତଙ୍କ ଦିବ୍ୟ ଏବଂ ଅତ୍ୟନ୍ତ ଆବେଗପୂର୍ଣ୍ଣ ଅନୁଭୂତି—ଯେଉଁଠି ମହାପ୍ରଭୁ ଜଗନ୍ନାଥଙ୍କ କୃପା, ଭକ୍ତି ଓ ଅଲୌକିକ ଅନୁଭବର କଥା ଆପଣ ଶୁଣିପାରିବେ ଅନେକ ଭକ୍ତମାନଙ୍କଠୁ | Please Like, Share and Subscribe to Jay Jagannath Bhakta! 🔔 ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ଏବଂ ପ୍ରତିଦିନ ମହାପ୍ରଭୁଙ୍କ ମହିମା ଶୁଣନ୍ତୁ। 📡 Watch “JAY JAGANNATH TV” on DTH: ================================== Tataplay – Channel 1799 Dish TV – Channel 1397 Airtel Digital – Channel 615 Videocon D2H – Channel 1397 Sun Direct – Channel 490 ===================================== Also available on all cable networks across Odisha. 📞 Contact : 6372804618 if could not watch our channel 🌐 Follow us on social media for daily LIVE updates and darshan : ========================================= Facebook: / jayjagannathtv Instagram: / jayjagannathtv YouTube: / @jayjagannathtvofficial Twitter: https://x.com/JayJagannathTV #JayJagannathBhakta #JagannathTVBhakta #JayJagannathTvBhakta #JayJagannathTvLive #JagannathDhamPuri #JayJagannathTvBhaktaLive #PuriJagannathTemple #ShriJagannathDarshan #MangalAartiLive #JagannathShringar #PuriRathYatraLive #JagannathBhajan #OdishaTempleLive #DailyDarshanPuri #JaiJagannath2025 #JagannathSayanDarshan #PuriMandirAarti #JagannathFlagChange