😍 ଲକ୍ଷ୍ମୀ ପୂଜା ବୁଲାବୁଲି ସହ ପଲ୍ଲୀଶ୍ରୀ ମେଳାର ମଜା! ❤️ | Pallishree Mela 2026 |Odia Family Vlog🥰
Sushree Swagatika
0:00 / 0:00
😍 ଲକ୍ଷ୍ମୀ ପୂଜା ବୁଲାବୁଲି ସହ ପଲ୍ଲୀଶ୍ରୀ ମେଳାର ମଜା! ❤️ | Pallishree Mela 2026 |Odia Family Vlog🥰
18 просмотров · 15 ч назад
Sushree Swagatika
32 подписчика
18 просмотров · 15 ч назад
🙏 ଜୟ ମା' ଲକ୍ଷ୍ମୀ 🙏
ଆଜିର ଭିଡିଓରେ ଆମେ ବାହାରିଥିଲୁ ଲକ୍ଷ୍ମୀ ପୂଜା ବୁଲିବାକୁ। ❤️ ମା' ଲକ୍ଷ୍ମୀଙ୍କ ଦର୍ଶନ ସହିତ ପଲ୍ଲୀଶ୍ରୀ ମେଳାର ମଜା ନେଲୁ। 🎡😍
ମେଳାର ସୁନ୍ଦର ପରିବେଶ, ଦୋକାନ ବଜାର, ମନ୍ଦିର ଦର୍ଶନ ଆଉ ପରିବାର ସହିତ କିଛି ସୁନ୍ଦର ମୁହୂର୍ତ୍ତ ଆପଣମାନଙ୍କ ସହ ସେୟାର କରିଛି।
ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭଲ ଲାଗିଲେ Like, Comment, Share କରନ୍ତୁ ଏବଂ ଆମ ଚ୍ୟାନେଲକୁ Subscribe କରିବାକୁ ଭୁଲିବେନି। ❤️
ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦ ଆମକୁ ଆହୁରି ଭଲ ଭିଡିଓ କରିବାକୁ ପ୍ରେରଣା ଦିଏ। 🙏
ଧନ୍ୟବାଦ ❤️
#LaxmiPuja #PallishreeMela #OdiaVlog #OdiaFamilyVlog #OdiaYouTuber #FamilyVlog #OdiaLifestyle #LaxmiPuja2026 #MelaVlog #SushreeSwagatika