Перейти к содержимому

ଚୁରମାର ହୋଇଗଲା ନୂଆ ପକ୍କା ଘର | Odisha Reporter

Odisha Reporter

0:00 / 0:00

ଚୁରମାର ହୋଇଗଲା ନୂଆ ପକ୍କା ଘର | Odisha Reporter

2 109 просмотров · 5 ч назад
Odisha Reporter
2,99 млн подписчиков
2 109 просмотров · 5 ч назад
ବନ୍ୟାର ପ୍ରଖର ସ୍ରୋତରେ ଭାଙ୍ଗି ଚୁରମାର ହୋଇଗଲା ନୂଆ ପକ୍କା ଘର। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଆଡ଼ପଡ଼ା ଶ୍ରୀରାମନଗରର ସୁନିତା ପୋଲେଇଙ୍କ ପରିବାର ଏବେ ଘର ସମ୍ମୁଖରେ ପାଲ ଟାଣି ରହୁଛନ୍ତି। ୧୭ ବର୍ଷ ଭଡ଼ା ଘରେ ରହିବା ପରେ ଗତବର୍ଷ ନିଜ ଘର ତିଆରି କରିଥିଲେ। ଘର ନିର୍ମାଣରେ ସମସ୍ତ ସଞ୍ଚୟ ଲଗାଇଥିବା ପରିବାରର ଚୁଲି ଚାରି ଦିନ ହେଲା ଜଳିନି। #GanjamFlood #Sanakhemundi #OdishaFlood #FloodDamage #FloodVictims #OdishaNews Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter