ଘର ଉଠିଲା, ଚାଲି ଚାଲି ଗଲା…!|| House Shifting with Jack At Baripada || House Lifting || Odisha Reporter
Odisha Reporter
0:00 / 0:00
ଘର ଉଠିଲା, ଚାଲି ଚାଲି ଗଲା…!|| House Shifting with Jack At Baripada || House Lifting || Odisha Reporter
1 991 067 просмотров · 1 г. назад
Odisha Reporter
2,98 млн подписчиков
1 991 067 просмотров · 1 г. назад
ଏ ସୁନ୍ଦରିଆ କୋଠାଟା ଆପଣଙ୍କ ମନ ପାଉଥିବ ନିଶ୍ଚୟ। କିନ୍ତୁ ଭାଗ୍ୟ ଭଲ ଏ ଘର ଭଙ୍ଗା ହେଲାନି। ନ ହେଲେ ତା ସୁନ୍ଦରତା ନିମିଶକେ ମାଟିରେ ମିଶିଥାନ୍ତା। ରାସ୍ତ୍ରା ସମ୍ପ୍ରସାରଣ ଲାଗି ଏହି ଘର ଭଙ୍ଗାଯିବ ବୋଲି ନୋଟିସ୍ ହୋଇ ଯାଇଛି। କିନ୍ତୁ ଘର ମାଲିକ ନିଜର ସ୍ବପ୍ନର ଘରକୁ ଧ୍ବଂଶ ମୁହଁରୁ ରକ୍ଷା କରିଛନ୍ତି। ଘରକୁ ଚଲେଇ ଚଲେଇ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି।
ଘର ଉଠିଲା, ଚାଲି ଚାଲି ଗଲା…!|| House Shifting with Jack At Baripada || House Lifting || Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#odishareporter #OdishaReporter #Moving #house #baripada #Mayurbhanj #newtechnology