Перейти к содержимому

ପ୍ରଭୁ ପାଦତଳେ ପ୍ରଣତି ଢାଳେ🙏 ଜୟ ଜଗନ୍ନାଥ ସବୁ ତୁମ ଇଚ୍ଛା ପ୍ରଭୁ କାଳିଆ ସାଆନ୍ତ 🙏🙏

Sikha lifestyle 🥰

0:00 / 0:00

ପ୍ରଭୁ ପାଦତଳେ ପ୍ରଣତି ଢାଳେ🙏 ଜୟ ଜଗନ୍ନାଥ ସବୁ ତୁମ ଇଚ୍ଛା ପ୍ରଭୁ କାଳିଆ ସାଆନ୍ତ 🙏🙏

26 781 просмотр · 2 г. назад
Sikha lifestyle 🥰
519 подписчиков
26 781 просмотр · 2 г. назад
ପ୍ରଭୁ ପାଦତଳେ ପ୍ରଣତି ଢାଳେ ତୋଳି ପୂଜା ଫୁଲ ସଞ୍ଜ ସକାଳେ। ମଙ୍ଗଳମୟ ତୁମରି କରୁଣା ଜୀବନରେ ଭରି ସକାଳ କାମନା ଶାନ୍ତିର ସୁର ତୋଳେ। ଚାଲିବାକୁ ତୁମେ ଦେଖେଇଛ ପଥ ଗାଇବାକୁ ତୁମେ ସିଖାଇଛ ଗୀତ ଗାୟ ନିବେଦନ ସୁରେ। ତୁମରି ଆଶିଷେ ସୁନ୍ଦର ଧରା ପ୍ରିୟ ପରିଜନ ବନ୍ଧୁରେ ଭରା ମମତାର ମଧୁ ଝରେ। "ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପାଦ ତଳେ।"