Перейти к содержимому

ଶାନ୍ତି ରଖନ୍ତୁ ମୁଁ ଗାନ୍ଧୀ ଙ୍କୁ ଦେଖା କରିବାକୁ ଆସିଛି ! Actor Prakash Raj visited Rajghat in New Delhi

Pratidin TV

0:00 / 0:00

ଶାନ୍ତି ରଖନ୍ତୁ ମୁଁ ଗାନ୍ଧୀ ଙ୍କୁ ଦେଖା କରିବାକୁ ଆସିଛି ! Actor Prakash Raj visited Rajghat in New Delhi

2 697 просмотров · 4 часа назад
Pratidin TV
1,77 млн подписчиков
2 697 просмотров · 4 часа назад
ଶାନ୍ତି ରଖନ୍ତୁ ମୁଁ ଗାନ୍ଧୀ ଙ୍କୁ ଦେଖା କରିବାକୁ ଆସିଛି ! ପ୍ରସିଦ୍ଧ ଅଭିନେତା ତଥା ସାମାଜିକ କର୍ମୀ ପ୍ରକାଶ ରାଜ ଗୁରୁବାର ନୂଆଦିଲ୍ଲୀ ସ୍ଥିତ ରାଜଘାଟ ପରିଦର୍ଶନ କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭୋଟର ତାଲିକାରେ ହେଉଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ (SIR) ଏବଂ ବେଆଇନ ଭାବେ ନାମ କଟାଯିବା ଅଭିଯୋଗ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସେ ସମର୍ଥନ କରିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରକାଶ ରାଜ କହିଛନ୍ତି ଯେ, ସରକାର ଚାହିଁଲେ ତାଙ୍କର ଗୋଟିଏ ଭୋଟ୍ କାଟି ପାରନ୍ତି, କିନ୍ତୁ ସେ ଶାସକ ଦଳକୁ ଗାଦିରୁ ହଟାଇବା ପାଇଁ ଅନ୍ୟ ୧୦ ଜଣ ଭୋଟରଙ୍କୁ ପ୍ରଭାବିତ କରିବାର କ୍ଷମତା ରଖନ୍ତି । ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଉପରେ ଲଗାଯାଉଥିବା ପ୍ରତିବନ୍ଧକକୁ ନିନ୍ଦା କରିବା ସହ ସେ ଗାନ୍ଧୀଜୀଙ୍କ ଅହିଂସା ମାର୍ଗରେ ନିଜର ଲଢ଼େଇ ଜାରି ରଖିବେ ବୋଲି ସଂକଳ୍ପ ନେଇଛନ୍ତି । Actor Prakash Raj visited Rajghat in New Delhi. #PrakashRaj #RajghatVisit #VoterRightsProtest #DelhiProtest #SaveDemocracy #MahatmaGandhi Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha