ସମ୍ ହସ୍ପିଟାଲ ବ୍ଲାକ ସ୍କର୍ପିଓ "ହିଟ୍ ଆଣ୍ଡ ରନ୍" ଘଟଣାରେ ,ଅଭିଯୁକ୍ତ ଡ୍ରାଇଭର ଗିରଫ lHit-and-Run in Bharatpur
Pratidin TV
0:00 / 0:00
ସମ୍ ହସ୍ପିଟାଲ ବ୍ଲାକ ସ୍କର୍ପିଓ "ହିଟ୍ ଆଣ୍ଡ ରନ୍" ଘଟଣାରେ ,ଅଭିଯୁକ୍ତ ଡ୍ରାଇଭର ଗିରଫ lHit-and-Run in Bharatpur
4 603 просмотра · 20 ч назад
Pratidin TV
1,77 млн подписчиков
4 603 просмотра · 20 ч назад
ସମ୍ ହସ୍ପିଟାଲ ବ୍ଲାକ ସ୍କର୍ପିଓ "ହିଟ୍ ଆଣ୍ଡ ରନ୍" ଘଟଣାରେ , ଅଭିଯୁକ୍ତ ଡ୍ରାଇଭର ଗିରଫ l ରାଜଧାନୀରେ ଆତଙ୍କ ଖେଳାଇଲା କଳା ସ୍କର୍ପିଓ। ଗତକାଲି ରାତିରେ ସମ୍ ହସ୍ପିଟାଲ ରାସ୍ତାରେ ଘଟିଛି ଭୟଙ୍କର ଦୁର୍ଘଟଣା । ବେପରୁଆ ଗାଡ଼ି ଚାଳନା କରି 6ଟି ଗାଡ଼ି କୁ ଧକ୍କା ଦେଇଥିଲା। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 3 ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ମୃତକ ଜଣକ ହେଉଛନ୍ତି କଟକ ଜିଲ୍ଲା ତିଗିରିଆ ପାଞ୍ଚଗାଁ ର ମାନସ ବାରିକ। ମାନସ ଜଣେ ପେଶାରେ ଡ୍ରାଇଭର ଭାବେ କାମ କରୁଥିଲେ। ଡ୍ୟୁଟି ସାରି ଯାଉଥିବା ସମୟରେ ସ୍କର୍ପିଓ ଟି ଚଢ଼ିଯାଇଥିଲ। Hit-and-Run in Bharatpur
#BhubaneswarAccident
#Bharatpur
#ScorpioAccident
#HitAndRun
#BhubaneswarNews
#RoadSafety
#OdishaNews
#SUMHospital
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha