ଆଜି ଆମ ଗାଁରେ କୀର୍ତ୍ତନ ହେଲା 🙏🚩 | ଅଷ୍ଟ ପହରୀ ପୂଜାର ସୁନ୍ଦର ଦୃଶ୍ୟ | Odia Village Vlog
Jituparida-z7r
0:00 / 0:00
ଆଜି ଆମ ଗାଁରେ କୀର୍ତ୍ତନ ହେଲା 🙏🚩 | ଅଷ୍ଟ ପହରୀ ପୂଜାର ସୁନ୍ଦର ଦୃଶ୍ୟ | Odia Village Vlog
56 просмотров · 3 нед. назад
Jituparida-z7r
486 подписчиков
56 просмотров · 3 нед. назад
🙏 ଜୟ ଜଗନ୍ନାଥ 🙏🚩
ନମସ୍କାର ସାଙ୍ଗମାନେ ❤️
ଆଜି ଆମ ଗାଁରେ ହେଲା ସୁନ୍ଦର କୀର୍ତ୍ତନ 🙏🎶 ଏହି ଭିଡିଓରେ ଆପଣମାନେ ଦେଖିବାକୁ ପାଇବେ ଆମ ଗାଁର କୀର୍ତ୍ତନ, ଅଷ୍ଟ ପହରୀରେ ପୂଜା ହୋଇଥିବା ଜିନିଷ ଏବଂ ଗାଁର ଭକ୍ତିମୟ ପରିବେଶ। ❤️🙏
ଆମ ଓଡ଼ିଶାର ଗାଁର ପରମ୍ପରା, ପୂଜାପର୍ବ ଓ ସଂସ୍କୃତି ଆପଣମାନଙ୍କ ସହ ସେୟାର କରିବାକୁ ମୋତେ ବହୁତ ଖୁସି ଲାଗେ।
ଭିଡିଓଟି ଭଲ ଲାଗିଲେ:
👍 Like କରନ୍ତୁ
💬 Comment କରି ଆପଣଙ୍କ ମତାମତ ଜଣାନ୍ତୁ
🔔 ଆମ ଚ୍ୟାନେଲକୁ Subscribe କରନ୍ତୁ
📲 ସାଙ୍ଗମାନଙ୍କ ସହ Share କରନ୍ତୁ।
ଆପଣମାନଙ୍କ ଭଲପାଇବା ଓ ସମର୍ଥନ ହିଁ ମୋର ପ୍ରେରଣା। ❤️
ଜୟ ଜଗନ୍ନାଥ 🙏🚩
#OdiaVlog #OdiaVillageVlog #ଅଷ୍ଟପହରୀ #କୀର୍ତ୍ତନ #JayJagannath
#OdiaVlog #OdiaVillageVlog #ଅଷ୍ଟପହରୀ #କୀର୍ତ୍ତନ #OdiaVlogger #VillageLife #OdiaCulture #Jagannath #JayJagannath #JituParida