୮ ହଜାର ଦେଶୀ କୁକୁଡ଼ା ଫାର୍ମ || How to start a Desi Poultry Farm with 8000 Capacity ? @EfarmingOdisha
E- farming Odisha
0:00 / 0:00
୮ ହଜାର ଦେଶୀ କୁକୁଡ଼ା ଫାର୍ମ || How to start a Desi Poultry Farm with 8000 Capacity ? @EfarmingOdisha
369 762 просмотра · 1 год назад
E- farming Odisha
844 тыс. подписчиков
369 762 просмотра · 1 год назад
In this video we have talked to a Desi poultry farmer who has been doing poultry farming for many years. There are currently 8000 Desi chickens in his farm. He says that this Desi chicken is more profitable compared to other poultry. He mostly raises chickens for meat, but some of them lay eggs as well. The farmer says that he is earning extra income by selling whatever eggs he gets from the hens in the market. Watch the video for more information on Desi Chicken Farming.
इस वीडियो में हमने एक देसी पोल्ट्री फार्मर से बात की है जो की काफी सालों से पोल्ट्री फार्म करते आ रहे हैं | उनके फार्म में अभी 8000 देसी मुर्गियां है | उनका कहना है कि अन्यपोल्ट्री के तुलना में यह देसी मुर्गीमें ज्यादा मुनाफा है | वह ज्यादातर मुर्गियों को मांस के लिएपालन करते हैं लेकिन उनमें से कुछ मुर्गियां अंडा भी देते हैं | किसान का कहना है कि जितना भी अंडा वह मुर्गियों से पाते हैंउसको बाजार में बेचकर एक्स्ट्रा इनकम कर रहे हैं | देसी मुर्गी पालन के बारे में ज्यादा जानकारी के लिए वीडियो को देखिए |
ଏହି ଭିଡିଓରେ ଆମେ ଦେଶୀ କୁକୁଡ଼ା ପାଳନ କରୁଥିବା ଜଣେ ଚାଷୀଙ୍କ ସହ କଥା ହୋଇଛୁ ଯିଏ ବହୁ ବର୍ଷ ଧରି ଦେଶୀ କୁକୁଡ଼ା ପାଳନ କରୁଛନ୍ତି । ତାଙ୍କ ଫାର୍ମରେ ବର୍ତ୍ତମାନ ୮୦୦୦ ଦେଶୀ କୁକୁଡ଼ା ଅଛି । ସେ କହିଛନ୍ତି ଯେ ଏହି ଦେଶୀ କୁକୁଡ଼ା ଅନ୍ୟ କୁକୁଡ଼ା ତୁଳନାରେ ଅଧିକ ଲାଭଦାୟକ ଅଟେ । ସେ କେବଳ ମାଂସ ଉଦ୍ଦେଶ୍ୟରେ ଦେଶୀ କୁକୁଡ଼ା ପାଳନ କରୁଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ କିଛି କୁକୁଡ଼ା ଅଣ୍ଡା ମଧ୍ୟ ଦେଉଛନ୍ତି । ଚାଷୀ କହିଛନ୍ତି ଯେ କୁକୁଡ଼ା ଦେଉଥିବା ଅଳ୍ପ କିଛି ଅଣ୍ଡାକୁ ବିକ୍ରୟ କରି ଅତିରିକ୍ତ ରୋଜଗାର କରି ପାରୁଛନ୍ତି । ଦେଶୀ କୁକୁଡ଼ା ଚାଷ ବିଷୟରେ ଅଧିକ ସୂଚନା ପାଇଁ ଭିଡିଓ ଟିକୁ ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।
#desichickenfarming #desipoultryfarm #efarmingodisha #odisha
-----------------------------------------------------------------------------
ଜଗମୋହନ ଦେ ( ଚାଷୀ ଭାଇ )- 82492 44836
-----------------------------------------------------------------------------
👉 E-farming AgroKart 👈
🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴
WhatsApp- 🪀8895875885, 8260661290
👉 Official Youtube Channel :- / @efarmingagrokart
👉 Location:- https://maps.app.goo.gl/HEyAwjgdNEHng...
-----------------------------------------------------------------------------
-----------------------------------------------------------------------------
👉 E-Farming Odisha 👈
ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ ।
WhatsApp- 🪀 8596888646 (Official Use Only)
.......... ଧନ୍ୟବାଦ ..........