Перейти к содержимому

ସାଙ୍ଘାତିକ ମାନସିକ ରୋଗ ବାଇପୋଲାର ଡିସଅର୍ଡର | Dr Amrit Pattojoshi on Bipolar Disorder in Odia

Swasthya Plus Odia

0:00 / 0:00

ସାଙ୍ଘାତିକ ମାନସିକ ରୋଗ ବାଇପୋଲାର ଡିସଅର୍ଡର | Dr Amrit Pattojoshi on Bipolar Disorder in Odia

18 199 просмотров · 5 лет назад
Swasthya Plus Odia
804 тыс. подписчиков
18 199 просмотров · 5 лет назад
#BipolarDisorder #DoctorAdvice #OdiaHealthTips ଆମ ମନ ଖୁସି ସମୟରେ ଖୁସି ଥାଏ ଏବଂ ଦୁଃଖ ସମୟରେ ଦୁଃଖୀ ହୋଇଥାଏ। ଅତ୍ୟଧିକ ଖୁସି ରହିବା କିମ୍ବା ଦୁଃଖ ସମୟରେ ଅତ୍ୟଧିକ ଭାଙ୍ଗିପଡ଼ିବା ଏକ ମାନସିକ ସମସ୍ୟା। ଏହି ଧରଣର ସମସ୍ୟାକୁ ବାଇପୋଲାର ଡିସଅର୍ଡର ବୋଲି କୁହାଯାଏ। ତେବେ ଏଥିରେ ବ୍ୟକ୍ତିଠାରେ କ’ଣ ଅସୁବିଧା ହୋଇଥାଏ? ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଜୋଶୀଙ୍କଠାରୁ ଆସନ୍ତୁ ବାଇପୋଲାର ଡିସଅର୍ଡର ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ବାଇପୋଲାର ଡିସଅର୍ଡର କ’ଣ? (0:00) ବାଇପୋଲାର ଡିସଅର୍ଡରର ପ୍ରକାର (2:05) ବାଇପୋଲାର ଡିସଅର୍ଡରର କାରଣ (4:04) ବାଇପୋଲାର ଡିସଅର୍ଡରର ପରୀକ୍ଷଣ (5:55) ବାଇପୋଲାର ଡିସଅର୍ଡରର ଚିକିତ୍ସା (7:31) କେତେ ଦିନ ଚିକିତ୍ସା ଦରକାର? (9:15) କେମିତି ରୋକିବା ବାଇପୋଲାର ଡିସଅର୍ଡର? (10:44) Our minds are happy when they are happy and sad when they are sad. Too much happiness or too much breakdown in times of grief is a mental problem. This type of problem is called bipolar disorder. So what is the problem with the person in this? Let’s learn more about bipolar disorder from psychiatrist Dr. Amrit Pattajoshi. In this video, What is Bipolar Disorder? (0:00) Type of Bipolar Disorder (2:05) Causes of Bipolar Disorder (4:04) Bipolar Disorder Test (5:55) Treatment of Bipolar Disorder (7:31) How long does it take for a treatment? (9:15) How to prevent Bipolar Disorder? (10:44) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!