Перейти к содержимому

ଅଣ୍ଡା ଆଳୁ ତରକାରି🍳🥘😋

Sujata's Cooking Diary

0:00 / 0:00

ଅଣ୍ଡା ଆଳୁ ତରକାରି🍳🥘😋

295 просмотров · 8 дней назад
Sujata's Cooking Diary
188 подписчиков
295 просмотров · 8 дней назад
ନମସ୍କାର ବନ୍ଧୁମାନେ 🙏❤️ ସ୍ୱାଗତ କରୁଛି ଆପଣମାନଙ୍କୁ ମୋର YouTube ଚ୍ୟାନେଲ sujata das vlogs1 ରେ। 🥰 ଆଜି ଆମେ ପ୍ରସ୍ତୁତ କରିବା ଏକ ସୁଆଦିଆ ଓ ମଜାଦାର ଅଣ୍ଡା ଆଳୁ ତରକାରୀ। 😋 ଅଳ୍ପ କିଛି ମସଲାରେ ଘରେ ତିଆରି କରନ୍ତୁ ଏହି ସ୍ୱାଦିଷ୍ଟ ତରକାରୀ। ଗରମ ଭାତ କିମ୍ବା ରୁଟି ସହିତ ଖାଇଲେ ଲାଗିବ ବହୁତ ଭଲ। ❤️ ଭିଡିଓଟି ଭଲ ଲାଗିଲେ ଲାଇକ୍ 👍 କରନ୍ତୁ, ନିଜ ପରିବାର ଓ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଏବଂ ଏମିତି ସୁଆଦିଆ ରେସିପି ଦେଖିବା ପାଇଁ ମୋର ଚ୍ୟାନେଲକୁ Subscribe କରନ୍ତୁ। 🙏❤️ ଆପଣମାନଙ୍କ ଭଲପାଇବା ଓ ସମର୍ଥନ ପାଇଁ ଅନେକ ଧନ୍ୟବାଦ। 💐 ଜୟ ଜଗନ୍ନାଥ 🙏❤️ #food #foodie #egg #eggrecipe #odia #odiavlog #odisha #odishavlog #viral #trending #odiarecipe #odiafood #explore #foodvlog #cooking #cookingvlog #sujatadasvlogs1