ଖ୍ରୀଷ୍ଟିଆନ୍ ମାନେ ରବିବାର୍ କେ ବିଶ୍ରାମ ବାର୍ ବୋଲି କେଁଜେ ପାଳନ କର୍ଷନ✝️🤔।#viral #jesus #odia #vlog #dailyvl
Blessed poonam и Punam village
0:00 / 0:00
ଖ୍ରୀଷ୍ଟିଆନ୍ ମାନେ ରବିବାର୍ କେ ବିଶ୍ରାମ ବାର୍ ବୋଲି କେଁଜେ ପାଳନ କର୍ଷନ✝️🤔।#viral #jesus #odia #vlog #dailyvl
2 194 просмотра · 5 дней назад
Blessed poonam и Punam village
2 194 просмотра · 5 дней назад
ଖ୍ରୀଷ୍ଟିଆନ୍ ମାନେ ରବିବାର୍ କେ ବିଶ୍ରାମ ବାର୍ ବୋଲି କେଁଜେ ପାଳନ କର୍ଷନ✝️🤔।#viral #jesus #odia #vlog #dailyvl
ଏ ଭିଡିଓନେ ଆମେ ବାଇବଲ୍ ଅନୁସାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋଚନା କରିଛୁ—ଖ୍ରୀଷ୍ଟିଆନ୍ ଲୋକ୍ମାନେ ରବିବାର୍ କେନ୍ତା ବିଶ୍ରାମ୍ ବାର୍ ବଲି ପାଲନ୍ କରସନ୍? ଖାଲି ରବିବାର୍ ହିଁ ପବିତ୍ର କି? ଅନ୍ୟ ବାର୍ ପବିତ୍ର୍ ନୁହେଁ କେନ୍? 📖
ବାଇବଲ୍ ନେ ରବିବାର୍ ଆରୁ ବିଶ୍ରାମ୍ ବାର୍ ବିଷୟ୍ ନେ କାଣ୍ କୁହାଯାଇଛେ, ଆରୁ ଏ ବିଷୟ୍ ନେ ଖ୍ରୀଷ୍ଟିଆନ୍ ମାନେ କାଏଁ ପାଲନ୍ କରସନ୍—ସେଟା ବାଇବଲ୍ ବାକ୍ୟ ସାଙ୍ଗେ ସରଲ୍ ଭାବେ ବୁଝାବାର୍ ଚେଷ୍ଟା କରିଛୁ। ✝️📖
ଭିଡିଓଟା ପୁରା ଦେଖନ୍ତୁ, ଭଲ୍ ଲାଗଲେ Like 👍 Comment 💬 Share 📲 ଆରୁ Subscribe 🔔 କରନ୍ତୁ।
ପ୍ରଭୁ ଯୀଶୁ ଆପଣ୍ମାନକୁ ଆଶୀର୍ବାଦ୍ କରନ୍ତୁ। 🙏❤️
#BlessedPoonam
#Jisu
#Christian
#Bible
#Ravibar
#BishramBar
#BibleBakya
#JisuNkaBakya
#SambalpuriChristian
#ChristianOdia
#BibleStudy
#ChristianVlog
#JesusChrist
#LongVlog