ଭୋକରେ ଜଳି ପୋଡ଼ି ଯାଉଛି ପେଟ କେମିତି ଜାଳିବୁ ଦୀପ | Odisha Reporter
Odisha Reporter
0:00 / 0:00
ଭୋକରେ ଜଳି ପୋଡ଼ି ଯାଉଛି ପେଟ କେମିତି ଜାଳିବୁ ଦୀପ | Odisha Reporter
1 793 просмотра · 8 ч назад
Odisha Reporter
2,99 млн подписчиков
1 793 просмотра · 8 ч назад
ଭୋକରେ ଜଳି ପୋଡ଼ି ଯାଉଛି ପେଟ କେମିତି ଜାଳିବୁ ଦୀପ | Odisha Reporter
ଭୋକରେ ଜଳି ପୋଡ଼ି ଯାଉଛି ପେଟ, ଏମିତି ସ୍ଥିତିରେ କେମିତି ଜାଳିବୁ ଦୀପ? ରାତି ପାହିଲେ ଦୀପାବଳି । ଚାରିଆଡ଼େ ଉତ୍ସବର ମାହୋଲ, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡ଼ବଡ଼ିଆ ଡାକିବାକୁ ସମସ୍ତେ ପ୍ରସ୍ତୁତ । ହେଲେ ଗଞ୍ଜାମର ବାତ୍ୟା ଓ ବନ୍ୟା ପ୍ରଭାବିତ ପରିବାରଙ୍କ ପାଇଁ ଦୀପାବଳି ପାଲଟିଛି ଦୁଃଖର ଦିନ । ବାତ୍ୟା ଅର୍ଣ୍ଣବର ପ୍ରକୋପରେ ଭାଙ୍ଗିଯାଇଛି ଘରଦ୍ୱାର, ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ କି ପେଟ ପୂରାଇବାକୁ ଖାଦ୍ୟ । ଚାରିଆଡ଼େ ଅନ୍ଧାର, ମନରେ ଅସରନ୍ତି ଦୁଃଖ । ଏଭଳି ସ୍ଥିତିରେ କେମିତି ପାଳିବେ ଦୀପାବଳି? କେମିତି ଚଳିବେ ବିପନ୍ନ ପରିବାର?
#CycloneArnab #GanjamFlood #Diwali #FloodVictims #OdishaDisaster #HumanInterestStory #OdishaNews #OdishaReporter #ବାତ୍ୟାଅର୍ଣ୍ଣବ #ଗଞ୍ଜାମବନ୍ୟା #ବନ୍ୟାବିପନ୍ନ #ଦୀପାବଳି #ଭୋକରଯନ୍ତ୍ରଣା #ଘରହରାପରିବାର #ଓଡ଼ିଶାଖବର
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter