ଭଲ ତାକୁ ପାଏ ବୋଲି ଖୋଜୁଛି ସିନା | RK SurMix | New Odia EDM Fusion 2026
RK SurMix
0:00 / 0:00
ଭଲ ତାକୁ ପାଏ ବୋଲି ଖୋଜୁଛି ସିନା | RK SurMix | New Odia EDM Fusion 2026
136 399 просмотров · 4 месяца назад
RK SurMix
4,61 тыс. подписчиков
136 399 просмотров · 4 месяца назад
🎵 This is a fan-made DJ remix/cover created by RK SurMix for entertainment purposes. All copyrights and trademarks belong to their respective owners. If you are the copyright owner and have any concerns regarding this content, please contact us before taking any action. We will respond promptly and remove or modify the content if necessary.
please contact - rksgudu226@gmail.com
ଭଲ ତାକୁ ପାଏ ବୋଲି ଖୋଜୁଛି ସିନା, ସିଏ ମୋର ଖୋଜିବାର ଶେଷ ଠିକଣା... 🥀Experience the deep emotions of love and longing with "Bhala Taku Pae Boli," a unique Odia EDM fusion by RK SurMix. This track blends soulful Odia lyrics with atmospheric pads and a powerful festival drop.
please contact - rksgudu226@gmail.com
🎵 Song Credits:
• Song: Bhala Taku Pae Boli (ଭଲ ତାକୁ ପାଏ ବୋଲି ଖୋଜୁଛି ସିନା)
• Music Produced & Mixed by: RK SurMix
• Lyrics: RK SurMix
• Genre: Odia EDM / Future Bass /
EmotionalLyrics:
[Chorus]
ଭଲ ତାକୁ ପାଏ ବୋଲି ଖୋଜୁଛି ସିନାସିଏ ମୋର ଖୋଜିବାର ଶେଷ ଠିକଣା
[Verse 1]
ସ୍ୱପ୍ନରେ ଆସି ସିଏ ନିଦ କାଢି ନିଏଲୁହ ହୋଇ ଆଖିରୁ ମୋ ଝରି ସିଏ ଯାଏପାଖେ ପାଖେ ଥିଲା ପରି କାହିଁକି ଲାଗେଅଜଣା ଏ କୋହ ଗୋଟେ ଛାତିରେ ଜାଗେମନ କଥା ଜାଣି ସିଏ ବୁଝିପାରେନା
[Verse 2]
ରାତି ପାହି ଦିନ ହୁଏ ସରେ ନାହିଁ ବାଟତା ପାଇଁ ତ ଖୋଲା ଅଛି ମୋ ମନ କବାଟସ୍ମୃତି ତାର ପବନରେ ମହକି ଯାଏଖାଲି ଖାଲି ଏଇ ମନ ତାକୁ ହିଁ ଚାହେଁଲୁଚକାଳି ଖେଳେ ସିଏ ଧରାଦିଏନା
#OdiaSong #RKSurMix #BhalaTakuPaeBoli #OdiaEDM #NewOdiaSong2026 #OdiaSadSong #ElectronicMusic #Odisha #OdiaMusic #FutureBass