Перейти к содержимому

ବାଦି ପାଲା ଗାୟକ ନୃସିଂହ ଚରଣ ହୋତା ଙ୍କ ସହିତ ମଧୁସୂଦନ ପତି ଗୌଡ଼ିଆପଡ଼ା ପାଲା ମଞ୍ଚ ରେ କମାଳଲେ ଗୀତ ଗାଇ ଶୁଣନ୍ତୁ

Utakal Bhaskar

0:00 / 0:00

ବାଦି ପାଲା ଗାୟକ ନୃସିଂହ ଚରଣ ହୋତା ଙ୍କ ସହିତ ମଧୁସୂଦନ ପତି ଗୌଡ଼ିଆପଡ଼ା ପାଲା ମଞ୍ଚ ରେ କମାଳଲେ ଗୀତ ଗାଇ ଶୁଣନ୍ତୁ

1 392 просмотра · 19 ч назад
Utakal Bhaskar
245 тыс. подписчиков
1 392 просмотра · 19 ч назад
ବାଦି ପାଲା ଗାୟକ ନୃସିଂହ ଚରଣ ହୋତା ଙ୍କ ସହିତ ମଧୁସୂଦନ ପତି ଗୌଡ଼ିଆପଡ଼ା ପାଲା ମଞ୍ଚ ରେ କମାଳଲେ ଗୀତ ଗାଇ ଶୁଣନ୍ତୁ please subscribe ନମସ୍କାର ମୋ ପ୍ରିୟ ଦର୍ଶକ ବନ୍ଧୁ ମୁଁ ଆପଣଙ୍କର ପ୍ରିୟ ଭାସ୍କର ରଞ୍ଜନ ପଣ୍ଡା ଉତ୍କଳ ଭାସ୍କର ( Utakal Bhaskar YouTube channel ) ଚ୍ୟାନେଲକୁ ସ୍ଵାଗତ ଜଣାଉଛି ଆସନ୍ତୁ ଆଜି ଆମେ ସୁନାମ ଧନ୍ୟ ଗାୟକ /ଗାୟିକା ଙ୍କ ଠାରୁ  କିଛି ଶୁଣିବା ଜୟ ଜଗନ୍ନାଥ । ଓଡ଼ିଶାର କଳା ସଂସ୍କୃତିକୁ ସର୍ବ ସମ୍ମୁଖରେ ପହଞ୍ଚେଇବା ପାଇଁ ଆମେ ଆମର ଚେଷ୍ଟା ଜାରିରଖବୁ | ସେଥିପାଇଁ ଆପଣଙ୍କ ଭଲପାଇବା ଏବଂ ଆଶୀର୍ବାଦ ଆମର ଏକାନ୍ତ ଆବଶ୍ୟକ | Utakal Bhaskar YouTube channel କୁ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ହୃଦୟରୁ ନମସ୍କାର | ଏହିପରି ଓଡ଼ିଶାର କଳା ସଂସ୍କୃତି ଭିତିକ କାର୍ଯ୍ୟକ୍ରମ ଦେଖ‌ିବାପାଇଁ ଆମ ଚ୍ୟାନେଲ କୁ ସବସକ୍ରାଇବି କରନ୍ତୁ ଏବଂ ତୁରନ୍ତ ଦେଖୁବାପାଇଁ ପାଖରେ ଥ‌ିବା ବେଲ କୁ ମଧ୍ୟ ଦବାନ୍ତୁ ।ଧନ୍ୟବାଦ ମୋ ପ୍ରିୟ ଦର୍ଶକ ବନ୍ଧୁ |ଭାସ୍କର ରଞ୍ଜନ ପଣ୍ଡା ଆପଣଙ୍କ ମାନଙ୍କୁ ସାଦରେ ପ୍ରଣାମ ଜଣାଉଛି | ଆପଣ ମାନେ Utakal Bhaskar YouTube channel କୁ ଭଲ ପାଇବା ଦେଇଥ‌ିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଉଛି | ଓଡ଼ିଶାର ପ୍ରାଚୀନ କଳା ସଂସ୍କୃତିକୁ ସର୍ବ ସମ୍ମୁଖରେ ପହଞ୍ଚେଇବା ପାଇଁ Utakal Bhaskar YouTube channel ସଦା ସର୍ବଦା ସଂକଳ୍ପ ବଦ୍ଧ | ଆପଣଙ୍କର ଭଲପାଇବା ଏବଂ ଆଶ୍ରିବାଦ ରହିଲେ ଆମେ ଆହୁରି ସଂସ୍କୃତି ଭିତିକ କାର୍ଯ୍ୟକ୍ରମ ଯଥା - ଓଡ଼ିଆ ପାଲା, ଦାସ କାଠିଆ, ପ୍ରବଚନ, ଭଜନ,ରାମଲୀଳା , ଯାତ୍ରା ଭଳି ଅନେକ ନୂଆ ନୂଆ କାର୍ଯ୍ୟକ୍ରମ କୁ ଆପଣଙ୍କ ପାଖରେ ପହଞ୍ଚେଇ ପାରିବୁ |ଯଦି ଆପଣ ଆମ ଚ୍ୟାନେଲ କୁ Subscribe କରିନାହାନ୍ତି ତେବେ ଏବେ ହିଁ Subscribe କରିନିଅନ୍ତୁଏବଂ ତୁରନ୍ତ ପୋଷ୍ଟ ଦେଖ‌ିବା ପାଇଁ ବେଲ ବଟମ କୁ ବ୍ୟବହାର କରନ୍ତୁ |ଯଦି ଆପଣଙ୍କ ଅଂଚଳରେ ହେଉଥିବା ଏମିତି କିଛି କାର୍ଯ୍ୟମ ର ପ୍ରସାରଣକରିବାପାଇଁ ଇଛାପ୍ରକାଶ କରନ୍ତି ତେବେ ଆମ ସହିତ ଯୋଗା ଯୋଗ କରନ୍ତୁ ମୋ ନମ୍ୱର - ୯୧୭୮୪୭୫୫୪୧/୮୨୪୯୭୫୧୩୪୫/୯୭୭୭୦୧୦୦୬୧/୯୯୩୮୫୬୭୬୪୫ ମୋବାଇଲ ନମ୍ବର ରେ ଫୋନ କରିବାକୁ ଚେଷ୍ଟା କରନ୍ତୁ | ଆପଣ ସମସ୍ତଙ୍କର ମଙ୍ଗଳ ହେଉ ।