Перейти к содержимому

ଓଭାରିଆନ୍‌ ସିଷ୍ଟ କ’ଣ – କାରଣ, ଲକ୍ଷଣ ଓ ଚିକିତ୍ସା | Dr Alakta Das on Ovarian Cyst in Odia |Types & Causes

Swasthya Plus Odia

0:00 / 0:00

ଓଭାରିଆନ୍‌ ସିଷ୍ଟ କ’ଣ – କାରଣ, ଲକ୍ଷଣ ଓ ଚିକିତ୍ସା | Dr Alakta Das on Ovarian Cyst in Odia |Types & Causes

63 630 просмотров · 4 г. назад
Swasthya Plus Odia
805 тыс. подписчиков
63 630 просмотров · 4 г. назад
#OvarianCyst #DoctorAdvice #OdiaHealthTips ଓଭାରିଆନ୍‌ ସିଷ୍ଟ କହିଲେ ଅଣ୍ଡକୋଷରେ ଏକ ପରଳ ଜମା ହୋଇଯିବାକୁ ବୁଝାଏ। ସରଳ ଭାଷାରେ କହିବାକୁ ଗଲେ ଅଣ୍ଡକୋଷରେ ଛୋଟ ଛୋଟ ପିଣ୍ଡୁଳା ଆକାରର ମାଂସ ଜମାଟ ବାନ୍ଧି ଯାଇଥାଏ। ଫଳରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ତେବେ ଓଭାରିଆନ୍‌ ସିଷ୍ଟ ହେବାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲ୍‌କତା ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଓଭାରିଆନ୍‌ ସିଷ୍ଟ କ’ଣ? (0:00) ଓଭାରିଆନ୍‌ ସିଷ୍ଟର ପ୍ରକାର ଓ ଏହାର ଲକ୍ଷଣ (0:28) ଓଭାରିଆନ୍‌ ସିଷ୍ଟ ଯୋଗୁଁ ପିଲା ଛୁଆ ହୁଏନି କି? (4:43) ଓଭାରିଆନ୍‌ ସିଷ୍ଟ କର୍କଟ କରିପାରେ କି? (6:05) ଏହାକୁ ରୋକିହେବ କି? (7:20) Ovarian cysts are fluid-filled sacs in the ovary. They are common and usually form during ovulation. If they're large, you may feel either a dull or sharp pain on one side of your pelvis or abdomen. What are the causes and symptoms of Ovarian Cyst? Find out more from Dr Alakta Das, a Gynaecologist. In this Video, What is an Ovarian Cyst? (0:00) Types & Symptoms of Ovarian Cyst (0:28) Can ovarian cysts affect your ability to get pregnant? (4:43) Can ovarian cancer cause cancer? (6:05) Prevention of Ovarian Cyst (7:20) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@odicast.com Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!