Перейти к содержимому

ତରକାରୀ ଦରକାର ନାହିଁ 😋ବିନା ପିଆଜ ରସୁଣରେ Special ମସଲା ଦେଇ,ପ୍ରେସର କୁକର ରେ Masala Palau/Veg Pulao In Odia

Lata's Odia kitchen

0:00 / 0:00

ତରକାରୀ ଦରକାର ନାହିଁ 😋ବିନା ପିଆଜ ରସୁଣରେ Special ମସଲା ଦେଇ,ପ୍ରେସର କୁକର ରେ Masala Palau/Veg Pulao In Odia

9 790 просмотров · 6 ч назад
Lata's Odia kitchen
1,3 млн подписчиков
9 790 просмотров · 6 ч назад
🌿 ବିନା ପିଆଜ ରସୁଣରେ ଭେଜ୍ ମସଲା ପୁଲାଓ | Veg Masala Pulao Without Onion Garlic 🍚😋 ଘରେ ଥିବା କିଛି ସାଧାରଣ ପରିବା ଓ ମସଲାରେ ବନାନ୍ତୁ ସୁଆଦିଆ ଭେଜ୍ ମସଲା ପୁଲାଓ। 😍 ବିନା ପିଆଜ ରସୁଣରେ ମଧ୍ୟ ଏହି ପୁଲାଓ ହେବ ବହୁତ ସ୍ୱାଦିଷ୍ଟ ଓ ସୁଗନ୍ଧିତ। ଲଞ୍ଚ୍ ହେଉ କି ଡିନର୍, ରାଇତା କିମ୍ବା ଦହି ସହିତ ଖାଇଲେ ଲାଗିବ ଆହୁରି ଜବରଦସ୍ତ! ❤️ ଆପଣ ମଧ୍ୟ ଏହି ସହଜ ରେସିପିକୁ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ରେସିପିଟି ଭଲ ଲାଗିଲେ ଲାଇକ୍, ସେୟାର୍ ଓ ଚ୍ୟାନେଲ୍‌କୁ ସବ୍‌ସ୍କ୍ରାଇବ୍ କରିବାକୁ ଭୁଲିବେନି। 🙏💕 #VegMasalaPulao #OdiaRecipe #WithoutOnionGarlic #VegPulao #OdiaCooking #LatasOdiaKitchen #ପୁଲାଓରେସିପି #ଓଡ଼ିଆରେସିପି #palau