ଏଟି କା ଲକେ ହୀନସ୍ଥାରେ ବଞ୍ଚନ୍ତି #Trevelvlogs #trevelif #trevelblogger #tribellife #pmd7vlogs #Vairal
pmd7 Vlogs
0:00 / 0:00
ଏଟି କା ଲକେ ହୀନସ୍ଥାରେ ବଞ୍ଚନ୍ତି #Trevelvlogs #trevelif #trevelblogger #tribellife #pmd7vlogs #Vairal
63 просмотра · 5 дней назад
pmd7 Vlogs
2,92 тыс. подписчиков
63 просмотра · 5 дней назад
ଜଳ ପାଇଁ ହୀନସ୍ତାରେ ବଞ୍ଚନ୍ତି ଏଠାକାର ଲୋକେ
ନମସ୍କାର ଦର୍ଶକବନ୍ଧୁ, ଆପଣମାନଙ୍କୁ ମୋର ନମସ୍କାର। 🙏
ଆଜି ଆମେ ଆସିଛୁ ଦାରିଙ୍ଗବାଡ଼ି ବ୍ଲକ, ଶ୍ରନିକେତା ପୋଷ୍ଟ, ପାଧେରି ନାଜୁ ଗାଁକୁ।
ଏଟି କାର ଲୋକଙ୍କ ପାଇଁ ଏବେ ବି ପିଇବା ପାଣି ଏକ ବଡ଼ ସମସ୍ୟା ହୋଇ ରହିଛି। ପାଣି ପାଇଁ ଲୋକମାନଙ୍କୁ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଛି।
ଆମ ପାଇଁ ଘର ପାଖରେ ନଳ ଖୋଲିଲେ ପାଣି ମିଳିଯାଏ। କିନ୍ତୁ ଏଠାକାର ଲୋକମାନଙ୍କୁ ଗୋଟିଏ ବାଲ୍ଟି ପାଣି ପାଇଁ ମଧ୍ୟ ଅନେକ କଷ୍ଟ କରିବାକୁ ପଡ଼ୁଛି।
ବିଶେଷ କରି ମହିଳାମାନେ ମୁଣ୍ଡରେ ପାଣି ବୋହି ଦୂରରୁ ଘରକୁ ପାଣି ଆଣୁଛନ୍ତି। ଏହି ପାଣିରେ ହିଁ ରୋଷେଇ, ପିଇବା ଓ ଦୈନନ୍ଦିନ କାମ ଚଳାଇବାକୁ ପଡ଼ୁଛି।
ପାଣି ହେଉଛି ଜୀବନ, ତେବେ ଏହି ଲୋକମାନେ କାହିଁକି ପାଣି ପାଇଁ ଏତେ ହୀନସ୍ତା ଭୋଗିବେ?
ଏହି ଭିଡିଓ ମାଧ୍ୟମରେ ଆମେ ଦେଖାଇବୁ ଦାରିଙ୍ଗବାଡ଼ି ବ୍ଲକର ପାଧେରି ନାଜୁ ଗାଁରେ ଜଳ ପାଇଁ ଲୋକମାନଙ୍କ ସଂଘର୍ଷର ପ୍ରକୃତ ଚିତ୍ର।
ସରକାର ଓ ପ୍ରଶାସନ ଏହି ଗାଁ ପ୍ରତି ଦୃଷ୍ଟି ଦେଇ ଶୀଘ୍ର ସ୍ୱଚ୍ଛ ପିଇବା ପାଣିର ବ୍ୟବସ୍ଥା କରନ୍ତୁ—ଏହା ହିଁ ଆମର ଅନୁରୋଧ।
ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ।
ଧନ୍ୟବାଦ। 🙏
My. Intagram - https://www.instagram.com/pramodmalli...
travelvillage
villagelife
Odishanews
blogging
travelarea
oldvillage
Aadivasilife