Перейти к содержимому

Rani Panda Shuts Down Natya Mandap! | Is She Returning as a Jatra Actress? | Janagana TV |

Janagana TV

0:00 / 0:00

Rani Panda Shuts Down Natya Mandap! | Is She Returning as a Jatra Actress? | Janagana TV |

59 204 просмотра · 14 ч назад
Janagana TV
2,1 тыс. подписчиков
59 204 просмотра · 14 ч назад
କଳାକାରରୁ ଯାତ୍ରା ପାର୍ଟି ମାଲିକାଣୀ ଏବଂ ଏବେ ପୁଣି କର୍ମଚାରୀ! ଓଡ଼ିଆ ଯାତ୍ରା ଜଗତର ଚର୍ଚ୍ଚିତ ଚେହେରା ରାଣୀ ପଣ୍ଡାଙ୍କ ଜୀବନରେ ଆସିଛି ଏକ ବଡ଼ ମୋଡ଼। ନିଜ ପୃଷ୍ଠପୋଷକତାରେ ଗଢ଼ିଥିବା ଯାତ୍ରା ପାର୍ଟି 'ନାଟ୍ୟ ମଣ୍ଡପ'କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଣୀ। ପରିଚାଳନାଗତ ସମସ୍ୟା, କଳାକାରଙ୍କ ପାର୍ଟି ଛାଡ଼ିବା ଏବଂ ପାରିଶ୍ରମିକ ବିବାଦ ପରେ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ଏବେ ପୁଣି ଜଣେ କଳାକାର ଭାବେ ଅନ୍ୟ ଯାତ୍ରା ପାର୍ଟିରେ ଯୋଗଦେଇ ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି ରାଣୀ ପଣ୍ଡା। #RaniPanda #RaniPandaNews #NatyaMandap #Jatra #OdiaJatra #OdiaEntertainment #OdiaNews #JatraIndustry #RaniPandaComeback #JatraActress #OdishaNews #JanaganaTV #EntertainmentNews #OdiaArtist For Business Enquiries: Email: janaganatv@gmail.com Like | Share | Comment | Subscribe #JanaganaTV #OdiaNews #OdishaNews #BreakingNews #LatestNews