କାହିଁକି ଋଷି ରାଗିଯାଇ ବିଷ୍ଣୁଙ୍କୁ ଗୁଇଁଠା ମାରିଲେ# odia motivational story#youtubevideo #youtube
Harendra vlogs
0:00 / 0:00
କାହିଁକି ଋଷି ରାଗିଯାଇ ବିଷ୍ଣୁଙ୍କୁ ଗୁଇଁଠା ମାରିଲେ# odia motivational story#youtubevideo #youtube
183 504 просмотра · 5 дней назад
Harendra vlogs
2 тыс. подписчиков
183 504 просмотра · 5 дней назад
ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱଙ୍କୁ ପରୀକ୍ଷା କରିବା ପାଇଁ ରୁଷି କାହିଁକି ବିଷ୍ଣୁଙ୍କୁ ରାଗିଯାଇ ଗୁଇଁଠାମରିଥିଲେ ।
ମହାଋଷି ଭୃଗୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର—ଏହି ତିନି ଦେବତାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ କିଏ? ଏବଂ ତ୍ରିଗୁଣାତୀତ କିଏ? ଜାଣିବାପାଇଁ ଋଷିଜଣ ଜଣ କରି ପରୀକ୍ଷା କରିଥିଲେ,
ଏହି ରହସ୍ୟ ଜାଣିବା ପାଇଁ ମହର୍ଷି ଭୃଗୁ ତିନି ଦେବଙ୍କର ପରୀକ୍ଷା କରିବାକୁ ଯାଆନ୍ତି। ବ୍ରହ୍ମଲୋକ, କୈଳାସ ଓ ବୈକୁଣ୍ଠରେ ଘଟିଥିବା ଏହି ଅଦ୍ଭୁତ ଘଟଣା ଆମକୁ ଭକ୍ତି, ଧୈର୍ଯ୍ୟ, କ୍ଷମା ଓ ଈଶ୍ୱରଙ୍କ ଗୁଢ଼ ତତ୍ତ୍ୱ ବିଷୟରେ ଅନେକ କିଛି ଶିଖାଇଥାଏ।
ଏହି କାହାଣୀର ଶେଷରେ ମହର୍ଷି ଭୃଗୁ କ’ଣ ଜାଣିଲେ? ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସ୍ୱରୂପ ସହିତ ତ୍ରିଗୁଣର ସମ୍ପର୍କ କ’ଣ?
ସମ୍ପୂର୍ଣ୍ଣ କାହାଣୀଟି ଶୁଣନ୍ତୁ ଏବଂ ଏହି ଆଧ୍ୟାତ୍ମିକ ଘଟଣାର ଗଭୀର ଅର୍ଥକୁ ବୁଝନ୍ତୁ।
ଭିଡିଓଟି ଭଲ ଲାଗିଲେ Like 👍, Share ଓ Subscribe କରନ୍ତୁ।
ଆପଣଙ୍କ ମତାମତ Comment ରେ ନିଶ୍ଚୟ ଜଣାନ୍ତୁ।
🙏 ହରି ଓଁ 🙏