ଶିକ୍ଷକଙ୍କ ଦାବୀରେ ମୋହନଙ୍କ ମୋହର! || Big Meeting on Odisha Teachers’ Demands! || Odisha Reporter
Odisha Reporter
0:00 / 0:00
ଶିକ୍ଷକଙ୍କ ଦାବୀରେ ମୋହନଙ୍କ ମୋହର! || Big Meeting on Odisha Teachers’ Demands! || Odisha Reporter
23 537 просмотров · 16 часов назад
Odisha Reporter
2,98 млн подписчиков
23 537 просмотров · 16 часов назад
ଶିକ୍ଷକଙ୍କ ଦାବୀରେ ମୋହନଙ୍କ ମୋହର ! | Odisha Reporter
ରାଜ୍ୟରେ ଶିକ୍ଷକଙ୍କ ବିଭିନ୍ନ ଦାବିକୁ ନେଇ... ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ.. ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗଣଶିକ୍ଷା ସଚିବ ଏବଂ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା କମିଟିର ଅଧକ୍ଷ ଅଶୋକ ତ୍ରିପାଠୀ ଉପସ୍ଥିତ ଥିଲେ । ରାଜ୍ୟର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଗଠିତ କମିଟି ଏହାର ରିପୋର୍ଟ ପ୍ରଦାନ କରିଥିଲେ ।
#odishareporter #odisha #ajirakhabar #ajiranews #trending #todaynews #khabar #bhubaneswar #teacher #protest #mohanmajhi #suryabanshisuraj #specialstory #specialpackage
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter