Перейти к содержимому

ଏତେ ସୁଆଦିଆ ଡାଲମା /ଥରେ ବନାଇଲେ ବାରମ୍ବାର ବନଇବେ /Babyvicky Adventure

Babyvicky Adventure

0:00 / 0:00

ଏତେ ସୁଆଦିଆ ଡାଲମା /ଥରେ ବନାଇଲେ ବାରମ୍ବାର ବନଇବେ /Babyvicky Adventure

135 просмотров · 4 дн. назад
Babyvicky Adventure
392 подписчика
135 просмотров · 4 дн. назад
🍲 ଏତେ ସୁଆଦିଆ ଡାଲମା 😋 ଥରେ ବାନେଇଲେ ବାରମ୍ବାର ବାନେଇବେ ❤️ ଆଜି ଆମ ଘରେ ବନାଇଛୁ ବହୁତ ସୁଆଦିଆ ଓ ସ୍ୱାସ୍ଥ୍ୟକର ଓଡ଼ିଆ ଦେଶୀ ଡାଲମା। 🥰 ବିଭିନ୍ନ ପ୍ରକାରର ପରିବା, ଡାଲି ଓ ମସଲାରେ ପ୍ରସ୍ତୁତ ଏହି ଡାଲମାର ସ୍ୱାଦ ନିଆରା। ଘରୋଇ ଶୈଳୀରେ କେମିତି ତିଆରି କଲୁ ଏହି ସୁଆଦିଆ ଡାଲମା, କେଉଁ କେଉଁ ପରିବା ବ୍ୟବହାର କଲୁ ଓ କେମିତି ହେଲା ଆମର ଆଜିର ଖାଇବା, ସବୁକିଛି ଦେଖନ୍ତୁ ଏହି ଭିଡିଓରେ। ଭିଡିଓଟି ଭଲ ଲାଗିଲେ Like 👍, Share ❤️ ଓ Channel କୁ Subscribe କରିବାକୁ ଭୁଲିବେନି। 🙏 ଆପଣମାନଙ୍କ ଭଲପାଇବା ହିଁ ଆମର ପ୍ରେରଣା #OdiaDalma #DalmaRecipe #OdiaFood #OdiaTraditionalFood #OdiaCooking #Dalma #HealthyFood #HomemadeFood #OdiaVlog #OdiaVillageFood #BabyvickyAdventure #OdiaRecipe