🐟😍 ଶଶୁରଘର ଗାଁରେ ପୁଣି ଦେଶୀ ମାଛ ଧରିଲୁ! | Part 2 🔥
Hejalrani & Rahul Vlog
0:00 / 0:00
🐟😍 ଶଶୁରଘର ଗାଁରେ ପୁଣି ଦେଶୀ ମାଛ ଧରିଲୁ! | Part 2 🔥
574 просмотра · 11 дн. назад
Hejalrani & Rahul Vlog
328 подписчиков
574 просмотра · 11 дн. назад
🐟😍 ଶଶୁରଘର ଗାଁରେ ପୁଣି ଦେଶୀ ମାଛ ଧରିଲୁ! | Part 2 🔥
ନମସ୍କାର ସାଙ୍ଗମାନେ 🙏❤️
ଆଜିର ଏହି ନୂଆ ଭିଡିଓରେ ଆମେ ଆସିଛୁ ଆମ ଶଶୁରଘର ଗାଁକୁ, ଯେଉଁଠି ଧାନ ଖେତର ଡୁଲିରେ ଦେଶୀ ମାଛ ଧରିବାର ମଜା ନେଇଛୁ! 🐟😍 ଗାଁର ସୁନ୍ଦର ପରିବେଶ, ପରିବାର ସହିତ ମଜାମସ୍ତି ଆଉ ଦେଶୀ ମାଛ ଧରିବାର ଏହି ଅନୁଭୂତି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ❤️🌾
ଏହି Part 2 Village Fishing Vlog ରେ ଆମ ସହିତ ଶେଷ ପର୍ଯ୍ୟନ୍ତ ରୁହନ୍ତୁ ଏବଂ ଭିଡିଓଟି କେମିତି ଲାଗିଲା କମେଣ୍ଟ କରି ଜଣାନ୍ତୁ। 😍
🙏 ଭିଡିଓଟି ଭଲ ଲାଗିଲେ:
👍 Like କରନ୍ତୁ
💬 Comment କରନ୍ତୁ
🔔 Channel କୁ Subscribe କରନ୍ତୁ
❤️ ଆପଣଙ୍କ ସାଙ୍ଗମାନଙ୍କ ସହ Share କରନ୍ତୁ।
ଆପଣମାନଙ୍କ ଭଲପାଇବା ହିଁ ଆମର ପ୍ରେରଣା। ❤️
Channel: Hejalrani & Rahul Vlogs
#SasurgharVillage #VillageFishing #DesiFish #OdiaVlog #OdiaVillageVlog #FishingVlog #VillageLife #OdiaFamilyVlog #Part2 #ଧାନଖେତ #ଦେଶୀମାଛ #ଓଡ଼ିଆଭ୍ଲଗ୍