South Indian lemon rice recipe//quick lunch//easy lunch box recipe//ଥରେ ଲେମନ ରାଇସ କୁ ଏମିତି ବନାନ୍ତୁ//
Kaju Ra Handishala
0:00 / 0:00
South Indian lemon rice recipe//quick lunch//easy lunch box recipe//ଥରେ ଲେମନ ରାଇସ କୁ ଏମିତି ବନାନ୍ତୁ//
177 просмотров · 8 дн. назад
Kaju Ra Handishala
61 подписчик
177 просмотров · 8 дн. назад
ନମସ୍କାର 🙏 କାଜୁ ର ହାଣ୍ଡିଶାଳ ଆପଣ ମାନଙ୍କୁ ଅନେକ ଅନେକ ସ୍ୱାଗତ କରୁଛି ମୁଁ କାଜଲ !
ଆଜି ଆମେ ବନାଇବା ବହୁତ ସହଜ, କମ୍ ସମୟରେ ସାଉଥ୍ ଇଣ୍ଡିଆନ୍ ଷ୍ଟାଇଲ୍ ଲେମନ୍ ରାଇସ୍। ପୁରା ଝୁରଝୁରିଆ,
ଆବଶ୍ୟକ ସାମଗ୍ରୀ:
ଭାତ - 2 କପ୍
ଲେମ୍ବୁ - 2
ଚିନା ବାଦାମ, କାଜୁ, ବୁଟ ଡାଲି
ସୋରିଷ, ଜିରା, ଭୃସଙ୍ଗ ପତ୍ର, ଶୁଖିଲା ଲଙ୍କା
ହଳଦୀ, ଲୁଣ, ତେଲ
ପ୍ରସ୍ତୁତ ପ୍ରଣାଳୀ ପୁରା ଭିଡିଓ ରେ ଦେଖନ୍ତୁ!
ଭିଡିଓ ଭଲ ଲାଗିଲେ Like, Share, Subscribe କରିବାକୁ ଭୁଲିବେନି।
#LemonRice #kaju ra handishala #OdiaRecipe