ସ୍ପେନ୍ରେ ପରସ୍ପର ଧକ୍କା ଦେଲା ଦୁଇ ହାଇସ୍ପିଡ୍ ଟ୍ରେନ୍,ଚାଲିଗଲା ୬୮ଜଣକ ଜୀବନ,୨୦୦ରୁ ଅଧିକ ଆହତlSpain train crash
Pratidin TV
0:00 / 0:00
ସ୍ପେନ୍ରେ ପରସ୍ପର ଧକ୍କା ଦେଲା ଦୁଇ ହାଇସ୍ପିଡ୍ ଟ୍ରେନ୍,ଚାଲିଗଲା ୬୮ଜଣକ ଜୀବନ,୨୦୦ରୁ ଅଧିକ ଆହତlSpain train crash
938 просмотров · 2 часа назад
Pratidin TV
1,77 млн подписчиков
938 просмотров · 2 часа назад
ସ୍ପେନ୍ରେ ପରସ୍ପର ଧକ୍କା ଦେଲା ଦୁଇ ହାଇସ୍ପିଡ୍ ଟ୍ରେନ୍,ଚାଲିଗଲା ୬୮ଜଣକ ଜୀବନ,୨୦୦ରୁ ଅଧିକ ଆହତl ସ୍ପେନ୍ରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଦୁଇଟି ହାଇ ସ୍ପିଡ୍ ଟ୍ରେନ୍ ପରସ୍ପର ସହ ଧକ୍କା ହେବାରୁ ପ୍ରାୟ ୩୯ ଜଣଙ୍କର ଜୀବନ ଯାଇଛି। ବୁଧବାର ମାଦ୍ରିଦ୍ ଆଣ୍ଡାଲୁସିଆରେ ଏହି ଦୁର୍ଘଟଣା ଘଟିଥିବା ରେଳ ପରିଚାଳକ ଆଦିଫ ସୂଚନା ଦେଇଛନ୍ତି ବୋଲି ରୟଟର୍ସ ରିପୋର୍ଟ ପ୍ରକାଶ କରିଛି। ତେବେ ଦୁର୍ଘଟଣା କାହିଁକି ଘଟିଲା ? ଏଥିରେ କେତେ ଲୋକ ଆହତ ହୋଇଛନ୍ତି ସେ ନେଇ ସ୍ପେନ୍ କର୍ତ୍ତୃପକ୍ଷ ଯାଞ୍ଚ କରୁଛନ୍ତି।Spain train crash
#Redsignal #systemfailure #fatalimpact #Spain #traincollision #accident #pratidintv
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha