ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା | ଶ୍ରୀକୃଷ୍ଣ ଲୀଳାମୃତ (ତୃତୀୟ ଭାଗ) | Sidharth Utsav
Sidharth Utsav
0:00 / 0:00
ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା | ଶ୍ରୀକୃଷ୍ଣ ଲୀଳାମୃତ (ତୃତୀୟ ଭାଗ) | Sidharth Utsav
952 просмотра · 17 ч назад
Sidharth Utsav
1,15 млн подписчиков
952 просмотра · 17 ч назад
ପୂଜ୍ୟ ବାବା ସତ୍ୟାନନ୍ଦ ଦାସଙ୍କ ଶ୍ରୀମୁଖରୁ ଅମୃତମୟ 'ଶ୍ରୀକୃଷ୍ଣ ଲୀଳାମୃତ' ପ୍ରବଚନର ତୃତୀୟ ଭାଗ ଶ୍ରବଣ କରନ୍ତୁ। ଏହି ଭାଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ, ଯମୁନା ପାର୍, ଗୋକୁଳରେ ନନ୍ଦୋତ୍ସବ, ଶିବ-ଶ୍ରୀକୃଷ୍ଣ ଭେଟ ଏବଂ ଦାମୋଦର ବନ୍ଧନ ଲୀଳାର ଭାବପୂର୍ଣ୍ଣ ବର୍ଣ୍ଣନା ରହିଛି। ଆଧ୍ୟାତ୍ମିକ ଶାନ୍ତି ଓ ଭଗବତ୍ କୃପା ଲାଭ ପାଇଁ ସମ୍ପୂର୍ଣ୍ଣ ପ୍ରବଚନଟିକୁ ନିଶ୍ଚୟ ଶ୍ରବଣ କରନ୍ତୁ।
00:00 - ପ୍ରବଚନ ପ୍ରାରମ୍ଭ, ମଙ୍ଗଳାଚରଣ ଓ ମାର୍କଣ୍ଡେଶ୍ୱର ପୀଠ ବନ୍ଦନା
03:40 - ଶ୍ରୀକୃଷ୍ଣଙ୍କ ଆବିର୍ଭାବ ତତ୍ତ୍ୱ ଓ ବସୁଦେବଙ୍କୁ ଚତୁର୍ଭୁଜ ରୂପ ଦର୍ଶନ
09:18 - ଦେବକୀ ଓ ବସୁଦେବଙ୍କ ଦ୍ୱାରା ପ୍ରଭୁଙ୍କ ସ୍ତୁତି
17:15 - ଶ୍ରୀ ହନୁମାନଜୀଙ୍କ ବାଲ୍ୟଲୀଳା ଓ ଭଗବତ୍ କୃପା ପ୍ରସଙ୍ଗ
27:00 - ବାଲ୍ୟ ରୂପ ଧାରଣ, କାରାଗାର ବନ୍ଧନ ମୁକ୍ତି ଓ ନିଦ୍ରା ବିଧାନ
37:25 - ବସୁଦେବଙ୍କ ମୁଣ୍ଡରେ ପ୍ରଭୁଙ୍କୁ ନେଇ ମଥୁରା ତ୍ୟାଗ
45:30 - ଉଗ୍ରସେନଙ୍କ ମୁକ୍ତି ପ୍ରସଙ୍ଗ ଓ ହରିକଥା ଶ୍ରବଣର ମହିମା
55:35 - ଯମୁନା ନଦୀ ପାର୍ କଥା ଓ ଯମୁନାରାଇଙ୍କ ଭଗବତ୍ ଚରଣ ସ୍ପର୍ଶ
01:13:20 - ଗୋକୁଳରେ ନନ୍ଦ ଘରେ ପ୍ରବେଶ ଓ ଯୋଗମାୟାଙ୍କ ସହ ଅଦଳବଦଳ
01:16:55 - ନନ୍ଦୋତ୍ସବ ଆରମ୍ଭ - ‘ନନ୍ଦ ଘରେ ଆନନ୍ଦ ଭୟୋ’ ଭଜନ ଓ ସଂକୀର୍ତ୍ତନ
01:25:20 - ନନ୍ଦରାଜାଙ୍କ ଦାନ ମହିମା ଓ ଗୋପୀମାନଙ୍କ ଆନନ୍ଦ ଉଲ୍ଲାସ
01:34:40 - ଭଗବାନ ଶଙ୍କର (ଶିବ)ଙ୍କ ସନ୍ନ୍ୟାସୀ ରୂପରେ ବାଳକୃଷ୍ଣ ଦର୍ଶନ ପାଇଁ ଗୋକୁଳ ଆଗମନ
01:45:25 - ମାତା ଯଶୋଦାଙ୍କ ଭୟ, ଶିବଙ୍କ ପ୍ରାର୍ଥନା ଓ ଶ୍ରୀକୃଷ୍ଣ-ଶିବ ମିଳନ
02:01:40 - ନନ୍ଦରାଜାଙ୍କ କଂସ ଦରବାର ଯାତ୍ରା ଓ କର (ଟ୍ୟାକ୍ସ) ପ୍ରଦାନ
02:11:20 - ବସୁଦେବ ଓ ନନ୍ଦରାଜାଙ୍କ ଭାବପୂର୍ଣ୍ଣ ମିଳନ ଓ କଥୋପକଥନ
02:16:30 - ଶ୍ରୀକୃଷ୍ଣଙ୍କ ଦହି-ମାଖନ ଚୋରି ଲୀଳା
02:24:20 - ମାତା ଯଶୋଦାଙ୍କ ଦଉଡ଼ି ଧରି ଗୋଡ଼ାଇବା ଓ ଦାମୋଦର ବନ୍ଧନ ଲୀଳା
02:32:50 - ଶ୍ରୀ କୁଞ୍ଜବିହାରୀଜୀଙ୍କ ମହାଆରତୀ ଓ ପ୍ରବଚନ ସମାପନ
==========================
To subscribe Sidharth Utsav's channel, click here 👇 / @sidharthutsavofficial
==========================
🌐 Follow Us on Social Media:
📘 Facebook: / sidharthutsavofficial
📸 Instagram: / sidharthutsav
🐦 Twitter (X): https://x.com/sidharthutsav
==========================
📡 "Sidharth Utsav" DTH Details :
Dish TV - 1395 | Airtel - 616 | Sun - 491 | D2H - 1395 | Tata Play -1796
===========================
Subscribe our other Television Channels :
Sidharth TV : / sidharthtv
Sidharth Gold : / @sidharthgold
Jay Jagannath TV : / @jayjagannathtvofficial
#SrikrushnaLilamruta #BabaSatyanandaDas #OdiaPravachan #SidharthUtsav #KrishnaBhajan